କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁ ଙ୍କ ମାରାଥନ ପ୍ରଚାର : ବୟସ ହାର ମାନୁଛି ତାଙ୍କ ପାଖରେ

ସେ ଦିନକୁ ୧୫ ରୁ ୨୦ ଗ୍ରାମ ବୁଲି ଘର କୁ ଘର ଯାଇ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା ଚଳାଇଛନ୍ତି ଆଉ ସେଥିରେ ସଫଳତା ମଧ୍ୟ ପାଉଛନ୍ତି । ଆଜି ସେ ପାଇକମାଳ ବ୍ଲକ୍ ର ମାଉଳଦା,ବନମାଲ,ଲୁଆପାଲି,ପଲ୍ ସଦା, ଗୁଆବାହାଲି, ଗଣ୍ଡପାଲି, କେର୍ମେଳିବାହଲ, ବିଯାଡ଼ିହି, ପଦ୍ମପୁର , ଖଇରା, ବୁକ୍ରାମୁଣ୍ଡା, କୁମ୍ରି ଚୁଆଁ, ଲା, ବାଦିକଣ୍ଟା ଆଦି ଗ୍ରାମ ଗସ୍ତ କରି ଜନ ସାଧାରଣ ଙ୍କ ପାଖରେ । ପହଞ୍ଚି ଭୋଟ ଭିକ୍ଷା କରିଥିଲେ ।
Related Content
ଏକ ଯକ୍ଷ୍ମାମୁକ୍ତ ଭାରତ - କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ
by
Proprietor Abhimanyu Maharana
September 18, 2026
ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ
by
Proprietor Abhimanyu Maharana
September 18, 2026
ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା
by
Proprietor Abhimanyu Maharana
September 18, 2026
ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ
by
Proprietor Abhimanyu Maharana
September 18, 2026
ଝାଡେଶ୍ବରୀ ମନ୍ଦିର ନିକଟ ରାସ୍ତା ଜଳାର୍ଣ୍ଣବ ପର୍ଯ୍ଯଟକ ହନ୍ତସନ୍ତ
by
Proprietor Abhimanyu Maharana
September 18, 2026
ସଂଯୁକ୍ତ ଆରବ ଏମିରଟ୍ସ (ୟୁ ଏ ଇ ) ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସିବ ୨.୪୩ ଲକ୍ଷ କୋଟିର ନିବେଶ - ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି
by
Proprietor Abhimanyu Maharana
September 18, 2026