ରାଜ୍ୟରେ ଆଉ ୯୧ ଜଣ ସୁସ୍ଥ ହୋଇଛନ୍ତି – ନୟାଗଡ଼ରୁ ୧୫ ଜଣ ସୁସ୍ଥ

ଓଡିଶା ତାଜା ନ୍ୟୁଜ୍‌ (୦୩ ଜୁନ୍, ବୁଧବାର) ଭୁବନେଶ୍ୱର :- ରାଜ୍ୟରେ ଆଉ ୯୧ ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଦେବଗଡ଼ ର ୨୨,ନୟାଗଡ଼ର ୧୫,ବଲାଙ୍ଗିର ର ୯, ପୁରୀର ୧୬,ଅନୁଗୁଳ ଓ ବାଲେଶ୍ୱରର ୫ ଜଣ ଲେଖାଏଁ,ଭଦ୍ରକ ବ ସୁନ୍ଦରଗଡ଼ର ୩ ଜଣ ଲେଖାଏଁ,

ଗଞ୍ଜାମ, ଖୋର୍ଦ୍ଧା, କଟକ,କଳାହାଣ୍ଡି ଓ ବରଗଡ଼ର ୨ ଜଣ ଲେଖାଏଁ ଢେଙ୍କାନାଳ, ବର୍ତ୍ତମାନ ରାଜ୍ୟରେ ମୋଟ ୧୪୧୬ ଜଣ ସୁସ୍ଥ ହେଲେଣି । ଗଜପତି ଓ ଯାଜପୁର ର ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । (ରିପୋର୍ଟ – ରାମକୃଷ୍ଣ ରଥ)

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version