ଓଏମପି ଡାକ ବଙ୍ଗଳାରେ କଟକ ପ୍ରେସ୍ କ୍ଲବର ବୈଠକ ଅନୁଷ୍ଠିତ

୨୦ ନଭେମ୍ବର ରବିବାର (ଓଡ଼ିଶା ତାଜାନ୍ୟୁଜ ) କଟକ :- କଟକ ପ୍ରେସ୍ କ୍ଲବର ଏକ ବୈଠକ ଆଜି ଦିନ ମଧ୍ୟାହ୍ନରେ, ଓଏମପି ଡାକ ବଙ୍ଗଳା ପରିସରରେ ପ୍ରେସ୍ କ୍ଲବର ସଭାପତି ଶିବ କୁମାର ସାହୁ ସଭାପତିତ୍ୱ କରିଥିଲେ । କ୍ଲବର ସାଧାରଣ ସମ୍ପାଦକ ନିରଞ୍ଜନ ପଟ୍ଟନାୟକ, ପ୍ରମୁଖ କ୍ଲବର ସମସ୍ତ କର୍ମକର୍ତ୍ତା ଏବଂ ସଦସ୍ୟ ମାନେ ଉପସ୍ଥିତ ଥିଲେ । ଆଗାମୀ ଦିନରେ କ୍ଲବର ନିଜସ୍ୱ ଗୃହ ନିର୍ମାଣ, ପିକନିକ ଯିବା , ପ୍ରତି ମାସର ଶେଷ ରବିବାର ବୈଠକ ଡ଼କାଯିବା ଆଦି ବିଷୟରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ୩୦ ଜଣ ସଦସ୍ୟ ଯୋଗ ଦେଇଥିଲେ

Exit mobile version