ଆର. ଉଦୟଗିରି ଅସ୍ଥାଈ ବନ କର୍ମଚାରୀ ପରିଧାନ କଲେ କଳା ବେଜ

୧୮ ନଭେମ୍ବର ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲା ଆର. ଉଦୟଗିରି ବନାଞ୍ଚଳ ରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ଆଉଟ୍ ସୋର୍ସିଂ କର୍ମଚାରୀ ମାନ ଙ୍କୁ ନିୟମିତ ସ୍ଥାୟୀ ନିଯୁକ୍ତି ଦେବା ଓ ସର୍ବନି୍ନ ବେତନ ପ୍ରଦାନ୍ ଦାବୀ ରେ ୧୪ତାରିଖ ରୁ ସମସ୍ତ ଅସ୍ଥାୟୀ ବନ କର୍ମଚାରୀ କଳା ବେଜ ପରିଧାନ କରି ଏହାର ପ୍ରତିବାଦ ଜଣାଇଛନ୍ତି ଜିଲ୍ଲା କର୍ମଚାରୀ ସଂଘ ର ଆହ୍ୱାନ କ୍ରମେ ଆର. ଉଦୟଗିରି ଖଜୁରିପଦା, ନୁଆଗଡ, ପରିମଳ ଅଣ୍ଡର ରେ କାମ କରୁଥିବା ସମସ୍ତ ଆଉଟ୍ ସୋର୍ଶିଂ କର୍ମଚାରୀ ମାନେ ରାଜ୍ୟ ସଂଘ ର ଆହ୍ୱାନ ରେ ଏକତ୍ରିତ ହୋଇ ରାଜ୍ୟ ସରକାର ଙ୍କ କର୍ମଚାରୀ ମାନଙ୍କ ପ୍ରତି ଅଣ ଦେଖା ପ୍ରତିବାଦ କରିଥଲେ ଆସନ୍ତା ୧୯ ପର୍ଯ୍ୟନ୍ତ କଳା ବେଜ ପରିଧାନ କରି ରାଜ୍ୟ ସରକାର ଙ୍କ ନିକଟରେ ତାଙ୍କରି ନିଜଦାବୀ ଉପସ୍ଥାପନ କରିବା ଲାଗି ନିଷ୍ପତି ହୋଈ ଆସନ୍ତା ୨୬ ରେ ରାଜ୍ୟ ସଂଘ ନିଷ୍ପତି କ୍ରମେ ଭୁନେଶ୍ବର ରେ ହେବାକୁ ଥିବା ଆନ୍ଦୋଳନ ରେ ହେବେ ବୋଲି ସଂଘ ର ସଭାପତି ରାଜୀବ ପଢୀ ଡ଼ାକର ଦେଇଛନ୍ତି ଏହାକୁ ଆର, ଉଦୟଗିରି ର ୮ କର୍ମଚାରୀ ଉପସ୍ଥିତ ଥିଲେ ।

Exit mobile version