୧୭ ନଭେମ୍ବର ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ନିୟତିର ସମସ୍ତ ଛାତ୍ର ଛାତ୍ରୀ (ହିତାଧିକାରୀ) ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ୪୦ ରୁ ଉର୍ଦ୍ଧ୍ୱ ସେଇଟି ପୋଷାକ ବିଶିଷ୍ଟ ଶିକ୍ଷାବିତ୍ ତଥା ବୁଦ୍ଧିଜୀବୀ ମହେଶଚରଣ ଦାଶଙ୍କ ଦ୍ଵାରା ବଣ୍ଟନ କରାଯାଇଛି । ମୁଖ୍ୟ ଅତିଥି ଭାବେ ଗଜପତିର ଆରକ୍ଷୀଅଧିକ୍ଷକ ଜୟରାମ ଶତପଥୀ ଯୋଗ ଦାନ କରି ଦେଶ ଓ ଜାତିର ଶ୍ରେଷ୍ଠତା କୁ ବୃଦ୍ଧି କରାଇବାକୁ ହେଲେ ଭାରତୀୟ ମାନେ ଭିନ୍ନ କ୍ଷମଙ୍କ ପ୍ରତି ସମ୍ମାନ ଜଣାଇବାକୁ ପଡ଼ଵ କହିଥିଲେ ।
ଅନୁଷ୍ଠାନର ସମ୍ପlଦକ ତଥା ପ୍ରତିଷ୍ଠାତା ବିଚିତ୍ରାନନ୍ଦ ବେବର୍ତ୍ତା ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥଲେଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଭାଗବତପାଢ଼ୀ,ଡ.ଅଜୟତ୍ରିପାଠୀ,ଅଧ୍ୟକ୍ଷା ସ୍ନେହଲତା ପାଣିଗ୍ରାହୀ, ଶାଶ୍ଵତୀବେବର୍ତ୍ତା, ଅନିତାଅଧିକାରୀ, ରୁଚିଅଧିକାରୀ, ଯୋଗଦାନ କରିଥିବାବେଳେ ଅଧ୍ୟାପକ ସୌଦାଗରସିଅ ଧନ୍ୟବାଦ ଅର୍ପଣକରିଥିଲେ.
