ନୟାଗଡ ଜିଲ୍ଲାରେ ଆଉ ନୂଆ 3 ଜଣ ଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 30

ଓଡିଶା ତାଜା ନ୍ୟୁଜ୍‌ (୦୨ ଜୁନ୍, ମଙ୍ଗଳବାର) ନୟାଗଡ :- ନୟାଗଡ ଜିଲ୍ଲାରେ ଆଉ ନୂଆ 3 ଜଣ ଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 30 ରେ ପହଂଚିଲା ନୟାଗଡ ଜିଲ୍ଲାରେ ଆକ୍ରାନ୍ତ ବଢୁଥିବା ବେଳେ ସୁସ୍ଥ ହେବା ସଂଖ୍ୟା ମଧ୍ୟ ବଢିବା ରେ ଲାଗିଛ

ଏହି କ୍ରମରେ ଆଜି ଆଉ 3 ଜଣ ସୁସ୍ଥ ହୋଇ ସୁସ୍ଥ ହେବା ସଂଖ୍ୟା ସର୍ବମୋଟ 30 ରେ ପହଂଚିଛି ଏହି ଖବର ଜିଲ୍ଲାବାସୀଙ୍କ ମନରେ ଆନନ୍ଦ ଆଣିଛି (ରିପୋର୍ଟ – ରାମକୃଷ୍ଣ ରଥ)

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version