ରଣପୁର ବ୍ଲକ ବିଜେଡି ପକ୍ଷରୁ ଜଙ୍କିଆ ଗ୍ରାମ ପଞ୍ଚାୟତରେ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଅଛି

ଚାଲଜୀବା ରକ୍ତଦାନ କରିବା 

୧୫ ନଭେମ୍ବର ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ରଣପୁର :- ରଣପୁର ବ୍ଲକ ବିଜେଡି ପକ୍ଷରୁ ଜଙ୍କିଆ ଗ୍ରାମ ପଞ୍ଚାୟତରେ ଆୟୋଜିତ ହୋଇଯାଇଅଛି ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର । ଜଙ୍କିଆ ପଂଚାୟତ ସରପଂଚ ରତ୍ନମଂଜରୀ ପ୍ରଧାନ,

ବହୁ ସଂଖ୍ୟାରେ ବିଜେପି କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ । ସ୍ଥାନୀୟ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ପ୍ରମୁଖ ଯୋଗ ଦେଇ ରକ୍ତଦାତ ମାନଙ୍କୁ ଉତ୍ସାହିତ କରିଥିଲେ.

Exit mobile version