Home ଓଡ଼ିଶା ଏ.କେ.ବିଦ୍ୟାମନ୍ଦିର ରେ ଶିଶୁ ଦିବସ ମହା ଆଡମ୍ବରରେ ପାଳିତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୧୪ ନଭେମ୍ବର ସୋମବାର (ଓଡ଼ିଶା ତାଜାନ୍ୟୁଜ) କଟକ ସଦର :- ୪୨ ମୌଜା,ଦଧିବାମନପୁର ସ୍ଥିତ ଏ. କେ.ବିଦ୍ଯାମନ୍ଦିର ରେ ମହା ଆଡମ୍ବର ରେ ଶିଶୁ ଦିବସ ମହା ଆଡମ୍ବର ରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ କଟକ ସଦର ଚେୟାର ମ୍ୟାନ ଶ୍ରୀମତୀ ଅମ୍ବିକା ପାତ୍ର ମୁଖ୍ୟ ଅତିଥି ଭାବରେ, ଦଧିବାମନ ପୁର ପଂଚାୟତ ର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ବିଦ୍ୟାଧର ପାତ୍ର ମୁଖ୍ୟବକ୍ତା, ଗ୍ରାମର ମୁଖିଆ ଶ୍ରୀ କୃଷ୍ଣ ଚନ୍ଦ୍ର ଦଶ, ଏବଂ ଅଭିଭାବକ ମାନଙ୍କ ପ୍ରତିନିଧି ଭାବରେ ଶ୍ରୀ ଯୁକ୍ତ ପର୍ଶୁରାମ ବେହେରା ମହୋଦୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ l ଏହି ଅବସରରେ ସ୍କୁଲ ର ପ୍ରିନସିପାଲ ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ସହୁ ସ୍ୱାଗତ ଭାଷଣ ଦେଇଥିବାବେଳେ ପ୍ରତିଷ୍ଠାତା ଡ. ଏ. କେ. ଖିଲ୍ଲାର ଶିଶୁଦିବସ ଉତ୍ସବ ପାଳନ ର ଆଭିମୁଖ୍ୟ ଉପସ୍ଥାପନା କରିବା ସହିତ ସଭା ପରିଚାଳନା କରିଥିଲେ l ଏହି ଉତ୍ସବ ରେ ସ୍କୁଲ ର କୁନି କୁନି ଛାତ୍ରଛାତ୍ରୀ ,ଶିକ୍ଷକ,ଶିକ୍ଷୟତ୍ରୀ ମାନେ ଅଂଶ ଗ୍ରହଣ କରି ଅଭିଭାବକ ମାନଂକୁ ମନ୍ତ୍ର ମୁଗ୍ଧ କରାଇଥିଲେ ପରିଶେଷରେ ସ୍କୁଲ ର ଚେୟାର ମ୍ୟାନ ଡ.ଚନ୍ଦନା ବେହେରା ସ୍ୱାଗତ ଭାଷଣ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ସ୍କୁଲ ପ୍ରଶାସକ ଶ୍ରୀ କ୍ଷେତ୍ରମୋହନ ସେନାପତି, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ କର୍ମଚାରୀ ମାନେ ପରିଚାଳନା କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଣ୍ଟା ଭିଡ଼ିଲା ସରପଞ୍ଚ ସଂଘ : ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ by Proprietor Abhimanyu Maharana June 19, 2026 ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ by Proprietor Abhimanyu Maharana June 19, 2026 ଶ୍ରୀମନ୍ଦିର ରେ ହଜିଯାଇଥିବା ଶିଶୁପୁତ୍ର କୁ ପୋଲିସ ପିତାମାତା ଙ୍କୁ ହସ୍ତାନ୍ତର କଲା by Proprietor Abhimanyu Maharana June 19, 2026 Baleshwar Leads Odisha’s Energy Transition with Over 10,000 Rooftop Solar Installations by Proprietor Abhimanyu Maharana June 19, 2026 ମା' ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ by Proprietor Abhimanyu Maharana June 18, 2026 କଟକ ସଦର ବିଧାୟକଙ୍କ ଦ୍ୱାରା ବରିଷ୍ଠ କଳାକାର ସର୍ବେଶ୍ୱର ମିଶ୍ର ସମ୍ବର୍ଦ୍ଧିତ by Proprietor Abhimanyu Maharana June 18, 2026