ପଞ୍ଚତୀର୍ଥ ଓ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରତିଶୃତି ପରିବାର ପକ୍ଷୀୟ ରୁ ଟଙ୍କତୁରାଣୀ ବଟନ

୧୩ ନଭେମ୍ବର ରବିବାର (ଓଡ଼ିଶା ତାଜାନ୍ୟୁଜ) ପୁରୀ ଶ୍ରୀକ୍ଷେତ୍ର :- ମାର୍ଗଶିର କୃଷ୍ଣ ପକ୍ଷ ପଞ୍ଚମୀ ତିଥି ।‌ ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ରରେ ଆଜି ଭକ୍ତ ମାନେ ପାଳନ କରିଛନ୍ତି ପଞ୍ଚତୀର୍ଥ ଓ ଶ୍ରୀକ୍ଷେତ୍ର ପରିକ୍ରମା । ସକାଳୁ ସକାଳୁ ଭକ୍ତମାନେ ପଞ୍ଚତୀର୍ଥରେ ସ୍ନାନ କରି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ଦେବାଦେବୀ ମନ୍ଦିର ଓ ତୀର୍ଥ ସ୍ଥଳୀ ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି ଭକ୍ତ ।ସେହିପରି ପୁରୀର ବାଲି ସହି ଶୀତ ଅବକାଶ ଭବନ ଠାରେ ପ୍ରତିଶୃତି ପରିବାର ପକ୍ଷୀୟ ରୁ ଟଙ୍କତୁରାଣୀ ବଟନ ସପୂର୍ଣ ହୋଇଛି l ଏଥିରେ ଯୋଗ ଦେଇଥିଲେ ପୁରୀ ଜିଲ୍ଲା ର ବିଧାୟକ ଶ୍ରୀ ଯୁକ୍ତ ଜୟନ୍ତ କୁମାର ଷଢ଼ଗୀ ସଭାପତି – ପଦ୍ମଚରଣମହାପାତ୍ର,ସଂପାଦକ -ପ୍ରିୟାକ ମହାପାତ୍ର,ଓ ସଦସ୍ୟ :ଚାଦନା ମହାପାତ୍ର,ସୁଜାତା ତ୍ରିପାଠୀ,ସ୍ଵର୍ଣ ଲତା , ସୁଷମା ପ୍ରଧାନ,ରେଣୁକାପଟ୍ଟନାୟକ, ସୂଚରିତା ବେହେରା,ସଂଯୁକ୍ତା ଆପଟ,ବୀଣାପାଣି ସେଠି, ଅନିଲ ସହୂ,ଗିଜର କୁ ମହାପାତ୍ର,ପ୍ରଦୀମନ l

Exit mobile version