Home ଓଡ଼ିଶା ଜଗନ୍ ଦାସ ଙ୍କର ଚିକିତ୍ସା ପାଇଁ ସହଜିୟ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୦୮ ନଭେମ୍ବର ମଙ୍ଗଳବାର ) ପୁରୀ :- ଜଗନ୍ ଦାସ (୧୭) ବର୍ଷ ,ପିତା-ନରେନ୍ଦ୍ର ଦାସ(୪୬),ସା-ମଳଖୁପାଟଣା,ପୋ-ସାରଙ୍ଗଯୋଡି,ଥାନା-ସତ୍ୟବାଦୀ,ଜିଲ୍ଲା-ପୁରୀ ର ସ୍ଥାୟୀ ବାସିନ୍ଧା ପିତା ନରେନ୍ଦ୍ର ଦାସ ଗାଁ ରେ ମୂଲ ମଜୁରୀ ଲାଗି ବା ସହ ଫେରିବାଲା ବେପାର କରନ୍ତି, ଜଗନ୍ରର ପିଲାଦିନୁ ଶ୍ରବଣ ଶକ୍ତି ୧୦୦% ନାହିଁ । ସେଥିରେ ବି ଦଇବ ଦାଉ ଜଗନ ର ଦୁଇଟି ଯାକ କିଡ୍ନୀ ୯୦%ଖରାପ, ସେ ସମ ହସ୍ପିଟାଲରେ ରେ ଚିକିତ୍ସା ହେଉଛି ଓ ପ୍ରତି ସପ୍ତାହରେ ଦୁଇଥର ଡାଇଲୋସିସ କରିବାକୁ ପଡୁଛି,, ଯାହାକି ତାର ବାପା ପକ୍ଷେ ସମ୍ଭବ ନୁହେଁ ଏଣୁ ସେ ଔଷଧ ଓ ଗାଡିଭଡା ପାଇଁ ପଇସା ଯୋଗାଡ଼ କରି ନପାରି ପୁଅକୁ ଘରେ ରଖି ପରିବାର ଅତି ଯନ୍ତ୍ରଣା ରେ ଜୀବନ କାଟୁଛନ୍ତି, ଏଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା, ସ୍ୱାସ୍ଥ୍ୟ ମନ୍ତ୍ରୀ ଓଡିଶା, ସ୍ୱାସ୍ଥ୍ୟ ସଚିବ ଓଡିଶା ସରକାର ରିଲିପ କମିଶନର ଓଡିଶା ସରକାର, ଅନୁରୋଧ ତୁରନ୍ତ ଜଗନ୍ ର ଚିକିତ୍ସା ପାଇଁ ରାଜ୍ୟ ସରକାର ଙ୍କ ଅନୁଦାନରୁ ସାହାଯ୍ୟ କରନ୍ତୁ,,ଜଗନ ର ପରିବାର ସହ ଯୋଗାଯୋଗ କରିବାକୁ ଚାହୁଁଥିଲେ–ମୋ- 8144971803 (ନରେନ୍ଦ୍ର ଦାସ) ଯଦି ଜଗନ ର ଚିକିତ୍ସା ପାଇଁ କିଛି ସହାୟତା କରିବାକୁ ଚାହାଁନ୍ତି ତେବେ ଏହି ନମ୍ବରରେ ସହଯୋଗ ରାଶି ପଠାଇ ପାରିବେ Categories: ଓଡ଼ିଶା, ପୁରୀ, ହୋମ୍ Related Content କିଙ୍ଗ ପବ୍ଲିକ ଇଂଲିଶ ମିଡିୟମ ସ୍କୁଲ ରେ ୮୦ତମ ସ୍ଵଧାନତା ଦିବସ ପାଳିତ by Proprietor Abhimanyu Maharana August 16, 2026 ମାଲକାନଗିରିରେ ମହାସମାରୋହରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 16, 2026 ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 16, 2026 ୮୦ ତମ ସ୍ବାଧୀନତା ଦିବସ ପାଳନ ହୋଇ ଯାଇଛି by Proprietor Abhimanyu Maharana August 16, 2026 ରାଉରକେଲାରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ by Proprietor Abhimanyu Maharana August 16, 2026 ରାଜ୍ୟ କାର୍ଯ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 16, 2026