ନୟାଗଡରେ ଜୀବନ ବିନ୍ଦୁ ଆନୁକୂଲ୍ୟରେ ୩୩ ୟୁନିଟ ବ୍ଲଡ଼ ସଂଗୃହିତ

ଓଡିଶା ତାଜା ନ୍ୟୁଜ୍‌ (୦୧ ଜୁନ୍, ସୋମବାର) ନୟାଗଡରେ ଜୀବନ ବିନ୍ଦୁ :- ନୟାଗଡ ମୁଖ୍ୟ ଚିକିତ୍ସାଳୟ ପରିସରରେ ଜୀବନ ବିନ୍ଦୁ ଆନୁକୂଲ୍ୟରେ ଅନୁଷ୍ଠିତ ରକ୍ତଦାନ ଶିବିର ପରିପ୍ରେକ୍ଷୀରେ ଆଜି ଇକିରି ପଂଚାୟତରୁ ୯, କେନ୍ଦୁଢ଼ୀପିରୁ୭, ବିରୁଡ଼ାରୁ16, ପି. ଟି. ଏସରୁ 1ସର୍ବମୋଟ ୩୩ ୟୁନିଟ ରକ୍ତ ସଂଗୃହିତ ହୋଇଥିବା ସମାଜସେବୀ ଦମ ସାର ଜଣାଇଛନ୍ତି

ତେବେ ଏ ସମସ୍ତ କାର୍ଯ୍ୟକ୍ରମକୁ ଭାଗବତ ର ପ୍ରଚାରକ ତଥା ସାମାଜିକକର୍ମୀ ଦାମ ସାର ଙ୍କ ନେତୃତ୍ୱରେ ମେଡିକାଲର ସମସ୍ତ କର୍ମଚାରୀ ଆଗେଇନେଇଥିଲେ । (ରିପୋର୍ଟ – ରାମକୃଷ୍ଣ ରଥ)

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version