ମାସିକ ଦରମା ଟଙ୍କା ପାଇଁ ପାଣିଟାଙ୍କି ଉପରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ।

ଓଡିଶା ତାଜା ନ୍ୟୁଜ୍‌ (୦୧ ଜୁନ୍, ସୋମବାର):- ମାସିକ ଦରମା ଟଙ୍କା ପାଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ପାଣିଟାଙ୍କି ଉପରେ ବସି ଧମକ ଉପରେ ଧମକ ଦେଇ ଚାଲିଲେ । ଟାଙ୍କି ଉପରୁ ଉଦ୍ଧାର କରିବା ପାଇଁ ନାୟକାଣୀଡିହି ପୋଲିସ ଓ ଫାୟାର ମ୍ୟାନଙ୍କୁ ଦୀର୍ଘ ୪ ଘଣ୍ଟା ଧରି ନାକେଦମ୍‍ ହେବାକୁ ପଡିଛି ।

ଶେଷରେ ଦରମା ଟଙ୍କା ପାଇବାର ପ୍ରତିଶୃତି ପାଇବା ପରେ ବିସ୍କୁଟ୍‍ ଓ ପାଣି ପିଇ ତଳକୁ ଓହ୍ଲାଇଲେ । ଘଟଣା ଘଟିଛି ବାସୁଦେବପୁର ବ୍ଲକର ବାଲିମେଦ ପଞ୍ଚାୟତର ସାନକାଳିଦାସପୁର ଅଞ୍ଚଳର ।

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version