କାଶୀନଗର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଏନଏସି କ୍ଲୋଷ୍ଟର ସ୍ତରୀୟ ସୁରଭି ଅର୍ଯ୍ୟକ୍ରମ୍ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୨୮ ଅକ୍ଟୋବର ଶୁକ୍ରବାର ) ପାରଳାଖେମୁଣ୍ଡି :- ସ୍ଥାନୀୟ ବ୍ଲକ୍ ଶିକ୍ଷାଧିକାରୀଙ୍କ ତରଫରୁ ଏନଏସିର କ୍ଲଷ୍ଟର ସ୍ଥରୀୟସୁରଭି କାର୍ଯ୍ୟକ୍ରମ ବ୍ଲକ୍ ଶିକ୍ଷାଧିକାରୀ ଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା । ବି ଆର ସି ଜାମାନା କାରାୟାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ମୁଖ୍ୟଅତିଥି ଏନଏସି ଅଧ୍ୟକ୍ଷା ଏମ ସୁଧାରାଣି,ସମ୍ମାନିତ ଅତିଥି ଭାବେ ହୃଷୀକେଶ ଗୌଡ,ଥାନା ଏସ ଆଇ କୌଷ୍ଟଭ ସେଠି, ଅତିରିକ୍ତ ଶିକ୍ଷାଧିକାରୀ ମୀନା ବେହେରା ଓ ବ୍ୟାଙ୍କ ଅଧିକାରୀ ରବୀନ୍ଦ୍ର ମଲିକ ପ୍ରମୁଖମଞ୍ଚାସୀନ ହୋଇଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ,

ବୈଧବ୍ୟ ବିକାଶ ଓ ପ୍ରତିଭା ଅନ୍ନେଶନ ନିମନ୍ତେ ଏହି କାର୍ଯ୍ୟକ୍ରମ ରେ ପିଲା ମାନଙ୍କୁ ଉତ୍ସାହିତ କରିବା ନେଇ ନିଜ ନିଜ ମତ ରଖିଥିଲେ । wସିଆରସି ଗୋପାଳ ରାଓଙ୍କ ଦ୍ବାରା ପରିଚାଳତ ସୁରଭି କାର୍ଯ୍ୟକ୍ରମରେ ଶିକ୍ଷକ,ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ । ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛତ୍ରୀମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା ।

Exit mobile version