ଗଜପତି ଜିଲ୍ଲାରେ ଆଜି ଆଉ ୧୬ କରୋନା ଆକ୍ରାନ୍ତ ଚିହ୍ନଟ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୩୬ ରେ ପହଞ୍ଚିଲା – ପାରଳଖେମୁଣ୍ଡି,ଗଜପତି

ଓଡିଶା ତାଜା ନ୍ୟୁଜ୍‌ (୩୧ ମଇ,ରବିବାର) ପାରଳଖେମୁଣ୍ଡି :- ଗଜପତି ଜିଲ୍ଲାରେ ଆଜି ପୁଣି ଆଉ ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗଜପତି ଜିଲ୍ଲାରେ କରନା ଆକ୍ରାନ୍ତ ଙ୍କ ସଂଖ୍ୟା ୩୬ ରେ ପହଞ୍ଚିଛି ଚିହ୍ନଟ ସମସ୍ତ ୧୬ ଜଣ ଯାକ ମହାରାଷ୍ଟ୍ର ଫେରନ୍ତା ବୋଲି ଗଜପତି ଜିଲ୍ଲାପାଳ ଅନୁପମ ଶାହା କହଛନ୍ତି । ଏମାନେ ସମସ୍ତେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ରହୁଥିଲେ ।

ଆକ୍ରାନ୍ତ ୧୬ ଜଣ ଯାକଙ୍କୁ ଆର. ସିତାପୁର ସ୍ଥିତ କୋଭିଡ୍ ହସ୍ପିଟାଲ୍ କୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି । ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏକ ଭିଡିଓ ବାର୍ତ୍ତା ଜାରୀ କରି ସୂଚନା ଦେଇଛନ୍ତି । (ରିପୋର୍ଟ୍ : ଗରୁଡ଼ ଧ୍ୱଜ ଚୌଧୁରୀ)

Exit mobile version