Home ଅପରାଧ ପାରିବାରିକ କଳହକୁ କେନ୍ଦ୍ରକରି ସେରଙ୍ଗ ଥାନା ଅନ୍ତର୍ଗତ କୁଣ୍ଡିଡାଗ୍ରାମରେ ଘଟିଛି ଏକ ବିଭତ୍ସହତ୍ୟା କାଣ୍ଡ : ସ୍ୱାମୀର କଟୁରୀଚୋଟରେ ଗଲା ସ୍ତ୍ରୀ ର ଜୀବନ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୨୪ ଅକ୍ଟୋବର ସୋମବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୁମ୍ମାବ୍ଲକ ସେରଙ୍ଗ ଥାନା ଅନ୍ତର୍ଗତ ବାଇଝାଲ ନିକଟସ୍ଥ କୁଣ୍ଡିଡ଼ା ଗ୍ରାମରେ ପାରିବାରିକକଳହରୁ ଘଟିଛି ଏକ ବିଭତ୍ସହତ୍ୟାକାଣ୍ଡ ସ୍ବାମୀରକଟୁରିଚୋଟରେ ହୋଇଛି ସ୍ତ୍ରୀ ରମୃତ୍ୟୁସେରଙ୍ଗଥାନାଅନ୍ତର୍ଗତ ବାଇଝଲ ନିକଟ କୁଣ୍ଡିଡା ଗ୍ରାମରେ ଘଟିଛି ଏଭଳି ଏକ ହତ୍ୟାକାଣ୍ଡ , ରାଜ ରାସ୍ତାରେ ପଡ଼ିରହିଥିଲା ଶବ, ମୃତକ ହେଉଛନ୍ତି ବୁଡି ଦଳବେହେରା ଖବର ପାଇ ସେରଙ୍ଗ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛିପାରିବାରିକ କଳହରେ ସ୍ବାମୀ -ସ୍ତ୍ରୀ ମଧ୍ୟରେ ସାଧାରଣ ବଚସାରୁ ସ୍ବାମୀ ନେଇଗଲା ସ୍ତ୍ରୀ ର ଜୀବନ ଝୀଅର ସ୍ବାସ୍ଥ୍ୟ ଖରାପ ଥିବାରୁ ମା ଚିକିତ୍ସା ପାଇଁହସ୍ପିଟାଲକୁ ନେବାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ପରେ ଉତକ୍ଷିପ୍ତ ହୋଇ ସ୍ତ୍ରୀଗୁଡିଉପରେ ଆକ୍ରମଣ କରିଥିଲା ସ୍ବାମୀଇଲାନ, ଭୟରେ ଘରୁ ବାହାରକୁ ଦୈାଡି ପଳାଇଥିଲେ ସ୍ତ୍ରୀ,ତାପରେ କଟୁରି ଧରିଗୋଡାଇଗୋଡ଼ାଇ ଜାଇ ରାସ୍ତା ଉପରେ ନିଜ ସ୍ତ୍ରୀକୁହାଣିଦେଲା ଅଭିଯୁକ୍ତ ଇଲାନଘଟଣା ସମୟରେଉପସ୍ଥିତ ଥିବା ପୁଅ ଝିଅ ଅବାକ ହୋଇ ରହିଯାଇ ଥିଲେ,ମା ରାସ୍ତା ଉପରେ ଟଳି ପଡ଼ିବାଦେଖି ଦୈାଡି ଯାଇ ପୁଅ ଆକାଶ ଗ୍ରାମ ବାସୀଙ୍କ ସହଯୋଗ ଲୋଡିଥିଲା ହେଲେ ଗ୍ରାମବାସୀ ପହଞ୍ଚିବା ବେଳକୁ ମାର ପ୍ରାଣବାୟୁ ଉଡି ଯାଇଥିଲା । ଗ୍ରାମବାସୀ ଙ୍କ ଠାରୁ ଖବର ପାଇ ପୋଲିସ ପହଞ୍ଚି ସେଠାରେ ପଡି ରହିଥିବା କଟୁରିକୁ ଜବତ କରିବା ସହ ଶବକୁ ବ୍ୟବଛେଦ ନିମନ୍ତେପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରାଥମିକ ତଦନ୍ତରୁ ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଥିବା କହିଛନ୍ତି ସେରଙ୍ଗଥାନାଅଧିକାରୀ ଅଶୋକ କୁମାର ହାଂସଦା । କ୍ରୋଧରେ ସ୍ତ୍ରୀ ର ଜୀବନ ନେଇ ଭୟରେ ଘଟଣା ସ୍ଥଳ ଛାଡି ଫେରାର ହୋଇଯାଇଛି ଅଭିଯୁକ୍ତ ସ୍ବାମୀ, ଅଭିଯୁକ୍ତ ଇଲାନକୁ ଧରିବା ପାଇଁ ପୋଲିସ ଏବେ ଉଦ୍ୟମ ଜାରି ରଖିଛି l Categories: ଅପରାଧ, ଓଡ଼ିଶା, ଗଜପତି, ହୋମ୍ Related Content ‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍ସନ୍ ଏଗ୍ରୋ by Proprietor Abhimanyu Maharana September 28, 2026 HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS by Proprietor Abhimanyu Maharana September 28, 2026 ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ by Proprietor Abhimanyu Maharana September 28, 2026 New Delhi hosts 3rd World Peace Conclave by Proprietor Abhimanyu Maharana September 28, 2026 କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା by Proprietor Abhimanyu Maharana September 28, 2026 ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗିରଫ by Proprietor Abhimanyu Maharana September 28, 2026