ନୟାଗଡ ଜୀବନ ବିନ୍ଦୁର ସ୍ବେଛାକୃତ ରକ୍ତଦାନ ଶିବିର ।

ଓଡିଶା ତାଜା ନ୍ୟୁଜ୍‌ (୩୦ ମଇ, ଶନିବାର )ନୟାଗଡ :- କରୋନା ପରିପ୍ରେକ୍ଷୀରେ ନୟାଗଡରେ ରାଜ୍ୟ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଡା. ଅରୁଣ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜୀବନବିନ୍ଦୁ ଆନୁକୂଲ୍ୟରେ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ବ୍ଲଡ଼ବ୍ୟାଙ୍କ ପରିସରରେ ଅନୁଷ୍ଠିତ ହେଉଛି ସ୍ବେଛାକୃତ ରକ୍ତଦାନ ଶିବିର ଏହିକ୍ରମରେ ଘଡୁଆଲ 7, ଇଟାମାଟି ରୁ 9 ପଂଚାୟତର ଅଧିବାସୀ ରକ୍ତ ଦାନ କରଥିଲେ

ତେବେ ସାମାଜିକ ଦୂରତ୍ୱ ମଧ୍ୟରେ ସରକାରୀ ନିର୍ଦେଶାବଳି ଅନୁଯାୟୀ ଅନୁଷ୍ଠିତ ଏହି ସମାଜ ସେବା ମୂଳକ କାର୍ଯ୍ୟକ୍ରମରେ 16ୟୁନିଟ ବ୍ଲଡ଼ ସଂଗୃହିତ ହୋଇଥିବା ବ୍ଲଡ଼ ବ୍ୟାଙ୍କ ସୂତ୍ରରୁ ପ୍ରକାଶ ଏ ସମସ୍ତ କାର୍ଯ୍ୟକ୍ରମ କୁ ପୂର୍ବତନ କାଉନ୍ସିଲର ଜାନକୀ ବଲହବ ଜେନା ପ୍ରମୁଖ ଆଗେଇ ନେଇଥଲେ (ରିପୋର୍ଟ ରାମକୃଷ୍ଣ ରଥ)

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version