“ବନ୍ଦେ ଉତ୍କଳ ଜନନୀ” ଗାନ ପାଇଁ ଜିଲ୍ଲା ପାଳଙ୍କ ସାମ୍ବାଦିକ ସମିଳନୀ ରେ ପ୍ରକାଶ – ନୟାଗଡ

ଓଡିଶା ତାଜା ନ୍ୟୁଜ୍‌ (୩୦ ମଇ, ଶନିବାର ) ନୟାଗଡ : – ଆଜି ଅପରାହ୍ନ 5ଘ. 30ମି. ରେ ନୟାଗଡ ମୁଖ୍ୟ ଛକ ଠାରେ କୋଭିଡ -19ଯୋଦ୍ଧା ଙ୍କ ସଂମାନ ରେ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ତରଫରୁ ଆବଶ୍ୟକ ଆଇନ କାନୁନ ଭିତରେ ବନ୍ଦେ ଉତ୍କଳ ଜନନୀ ଗାନ ପାଇଁ ଜିଲ୍ଲା ପାଳ ସାମ୍ବାଦିକ ସମିଳନୀ ରେ ପ୍ରକାଶ କରୁଛନ୍ତି ।

ଏହି ସାମ୍ବାଦିକ ସମିଳନୀ ରେ ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ଏ. ଡି. ଏମ ବିଧାନ ରାୟ, ଡି. ଆଇ. ପି. ଆର. ଓ ଡ. ପ୍ରମୋଦ ନାୟକ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲାପାଳ ଙ୍କ ସମିଳନୀ କକ୍ଷ ସଦଭାବନା ଗୃହ ରେ ଅନୁଷ୍ଠିତ ହୋଇଥିଲା (ରିପୋର୍ଟ ରାମକୃଷ୍ଣ ରଥ)

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version