ଶାନ୍ତନୁ ରଥଙ୍କ ପୁସ୍ତକ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଓଡ଼ିଶା ତାଜା ନ୍ୟୁଜ (୧୩ ଅକ୍ଟୋବର ଗୁରୁବାର) ଭୁବନେଶ୍ୱର :– ବିଶିଷ୍ଟ ଲେଖକ ତଥା ଗବେଷକ ଶାନ୍ତନୁ କୁମାର ରଥଙ୍କ ପୁସ୍ତକ ‘ଅନୁଚିନ୍ତା-୨’ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ।

ଏହି ଉନ୍ମୋଚନ ଉତ୍ସବରେ ଶିକ୍ଷାବିତ୍‍ ଲକ୍ଷ୍ମଣ କୁମାର ପଣ୍ଡା, ସମାଜସେବୀ କାଳିଆ ପାଣିଗ୍ରାହୀ. କବି ରକ୍ଷକ ନାୟକ ଓ ପ୍ରକାଶକ ସୁଧୀର ମଉଡ଼ମଣି ଉପସ୍ଥିତ ଥିଲେ । ରାଜ୍ୟପାଳ ପ୍ରଫେସର ଲାଲ ପୁସ୍ତକର ଭୂୟସୀ ପ୍ରଶଂସା କରିଥିଲେ ।

Exit mobile version