ନୂଆଦିଲ୍ଲୀରୁ ନାମ ଘୋଷଣା : ବିଜେପିର ଧାମନଗର ପ୍ରାର୍ଥୀ – ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ

ଓଡ଼ିଶା ତାଜା ନ୍ୟୁଜ (୧୦ଅକ୍ଟୋବର,ସୋମବାର) ଭୁବନେଶ୍ୱର :- ନୂଆଦିଲ୍ଲୀରୁ ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂ ସୁରଜଙ୍କ ନାମ ଘୋଷଣା କରିବା ସହ ବିଜ୍ଞପ୍ତି ଜାରୀ କରିଛନ୍ତି ।

ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ ବିଜେପିର ଧାମନଗର ପ୍ରାର୍ଥୀ ହୋଇଛନ୍ତି I

Exit mobile version