ନୟାଗଡ ଜିଲ୍ଲା ରୁ ଆଉ ନୂଆ ୭ କରୋନା ଆକ୍ରାନ୍ତ ଚିହ୍ନଟ ସହ ମୋଟ ସଂଖ୍ୟା ଜିଲ୍ଲାରେ ୫୭ ହେଲା

ଓଡିଶା ତାଜା ନ୍ୟୁଜ୍‌ , (୨୮ ମେ ୨୦୨୦ ଗୁରୁବାର ) :– ନୟାଗଡ ଜିଲ୍ଲା ରେ ବେଳକୁ ବେଳ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବା ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ର ରଣପୁର ଅଞ୍ଚଳରୁ 6 ସହ ଗଣିଆରୁ 1 ଆକ୍ରାନ୍ତଙ୍କ ସଂଖ୍ୟା ନୂଆ 7 ହୋଇଥିବା ବେଳେ ଜିଲ୍ଲାରେ ମୋଟ ସଂଖ୍ୟା 57 ରେ ପହଁଚିଛି

(ରିପୋର୍ଟ ରାମକୃଷ୍ଣ ରଥ )

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version