ବଜ୍ରକାପ୍ତା ର ରକ୍ତ ନମୂନା ପରୀକ୍ଷା ନେଗେଟିଭ ଆସିଛି । ବଜ୍ରକାପ୍ତା ଠାରେ କରୋନା ଭୂତାଣୁ ର କୌଣସି ଆଶଙ୍କା ନାହିଁ – ଆଠଗଡ଼

ଓଡିଶା ତାଜା ନ୍ୟୁଜ୍‌ , (୨୮ ମେ ୨୦୨୦ ଗୁରୁବାର ) ଆଠଗଡ଼ : – ଆଠଗଡ଼ ବନ ବିଭାଗ ଗତକାଲି ଧରାପଡ଼ିଥିବା ବଜ୍ରକାପ୍ତାର ସ୍ବାବ୍ ପରୀକ୍ଷା ପାଇଁ ନିଷ୍ପତ୍ତି ହୋଇଥିଲା । ବଜ୍ରକାପ୍ତାର ସ୍ବାବ୍ ପରୀକ୍ଷା ପାଇଁ ସଂଗ୍ରହ କରାଯାଇଥିଲା । ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ରିପୋର୍ଟ ନେଗେଟିଭ୍ ଆସିଛି ।

କରୋନା ଭୂତାଣୁ ବଜ୍ରକାପ୍ତା ନିକଟରେ ନାହିଁ । ଫଳରେ ବଜ୍ରକାପ୍ତା ଜରିଆରେ କରୋନା ସଂକ୍ରମଣ ନେଇ ଯେଉଁ ଚର୍ଚ୍ଚା ଜାରି ରହିଥିଲା, ସେଥିରେ ବିଶେଷ କିଛି ଭିତ୍ତି ନାହିଁ ବୋଲି କୁହା ଯାଇପାରେ । (ଆଠଗଡ଼,ରିପୋର୍ଟ – ପ୍ରଶନ୍ନ କୁମାର ଭକ୍ତା)

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version