ଦେବଶିଳ୍ପୀ ବିଶ୍ୱକର୍ମାଦେବଙ୍କ ପୂଜା ଉତ୍ସବ ନୟାଗଡ ପୌର ପରିଷଦ କାର୍ଯ୍ୟାଳୟରେ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୧୭ ସେପ୍ଟେମ୍ବର ଶନିବାର )ନୟାଗଡ :- ନିର୍ବାହୀ ଅଧିକାରୀ ମିସ୍ ସ୍ୱାତୀ ମିଶ୍ର ,ସହକାରୀ ଯନ୍ତ୍ରୀ ରଞ୍ଜନ କୁମାର ମହାରଣା ,କନିଷ୍ଠ ଯନ୍ତ୍ରୀ ଚନ୍ଦ୍ର ଶେଖର ସାମନ୍ତରାୟ ,କନିଷ୍ଠ ଯନ୍ତ୍ରୀ ବିଷ୍ନୁ ପ୍ରସାଦ ସେଠୀ , ଯନ୍ତ୍ରୀ ବିବେକାନନ୍ଦ ପ୍ରଧାନଙ୍କ ସମେତ ସମସ୍ତ୍ କର୍ମଚାରୀ ସାମିଲ୍

ହୋଇଥିଲେ | ମୁନିସିପାଲିଟି କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମହାନ ଆଧ୍ୟାତ୍ମିକ କାର୍ଯକ୍ରମ ନିର୍ମାଣ ବିଭାଗର ଗଜେନ୍ଦ୍ର ମହାରଣାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବେଶ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି |

Exit mobile version