ବ୍ରିଜ ଆସୋସିଏସନ ନୟାଗଡ କେ. ସି କ୍ଲବ ଦ୍ୱାରା : ରାଜ୍ୟ ସ୍ତରୀୟ ଓପନ ବ୍ରିଜ ଟୁର୍ନାମେଣ୍ଟ ୨0୨୨ ଉଦଘାଟନ – ଡ଼. ଅରୁଣ କୁମାର ସାହୁ

ଓଡ଼ିଶା ତାଜା ନ୍ୟୁଜ (୧୦ ସେପ୍ଟେମ୍ବର ଶନିବାର ) ନୟାଗଡ :- ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବିଧାୟକ ଡ଼ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରିଥିବା ବେଳେ ଓଡିଶା ବ୍ରିଜ ଆସୋସିଏସନ ର ସଭାପତି ସୁରେନ୍ଦ୍ର ନାଥ କର, କ୍ଲବର ସଭାପତି ଭାଗିରଥି ଦାସ, ସମ୍ପାଦକ ସଂଗ୍ରାମ କେଶରୀ ଗୁମାନ ସିଂ, ଓବିଏର ସମ୍ପାଦକ ତାପସ ରଞ୍ଜନ ବିଶ୍ୱାଳ ଉପସଭାପତି ଅଭିରାମ ରାଉତ,

ଦୟାନିଧି ଲେଙ୍କା ପ୍ରମୁଖ ମଂଚାସୀନ ଥିବାବେଳେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ୬0ରୁ ଉର୍ଦ୍ଧ ଦଳ ଭାଗ ନେଇଛନ୍ତି, ତେବେ ଆସନ୍ତା କାଲି ଏହି ଟୁର୍ନାମେଣ୍ଟ ଉଦଯାପନ ହେବାର କାର୍ଯ୍ୟକ୍ରମ ରହିଛି ଓଡିଶା ବ୍ରିଜ ଆସୋସିଏସନ ଦ୍ୱାରା ନୟାଗଡ କେ. ସି କ୍ଲବ ଦ୍ୱାରା ଆୟୋଜିତ ରାଜ୍ୟ ସ୍ତରୀୟ ଓପନ ବ୍ରିଜ ଟୁର୍ନାମେଣ୍ଟ-୨0୨୨ କୁ ଉଦଘାଟନ କରୁଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡ଼ ଅରୁଣ କୁମାର ସାହୁ,

 

Exit mobile version