
ଓଡ଼ିଶା ତାଜା ନ୍ୟୁଜ ( ୮ ସେପ୍ଟେମ୍ବର ଗୁରୁବାର ) ବ୍ରହ୍ମପୁର :- ବ୍ରହ୍ମପୁର ଉଚ୍ଚ ବିଦ୍ୟାଳୟରେ ଭାରତ ବିକାଶ ପରିଷଦ ଶ୍ରୀ ଜଗନ୍ନାଥ ଧାମ ତରଫରୁ ଗୁରୁ ବନ୍ଦନ ଓ ଛାତ୍ର ଅଭିନନ୍ଦନ ବହୁତ୍ ସୁନ୍ଦର ଭାବରେ ପାଳିତ ହୋଇଯାଇଛି l ଭାରତ ବିକାଶ ପରିଷଦ ଶ୍ରୀଜଗନ୍ନାଥଧାମ ଶାଖା ପୁରୀ ତରଫରୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ମାତା ପିତା,ଗୁରୁଜୀ ଗୁରୁମା ଏବଂ ଗୁରୁଜନଙ୍କ ପ୍ରତି ସମ୍ମାନବୋଧ ବୃଦ୍ଧି ତଥା ଦେଶାତ୍ମକବୋଧ ଭାବନା ଜାଗରଣ ଉଦ୍ଦେଶ୍ୟରେ ଗୁରୁ ବନ୍ଦନ ଛାତ୍ର ଅଭିନନ୍ଦନ କାର୍ଯ୍ୟକ୍ରମ,ଚିଲିକା ଭିତରେ ବ୍ରହ୍ମପୁର ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି ।

