ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ର ଖ୍ରୀଷ୍ଟପୁର ଠାରେ ନବ ନିର୍ବାଚିତ ପ୍ରତିନିଧି ଙ୍କୁ ବିପୁଳସମ୍ବର୍ଦ୍ଧନା ଜ୍ଞାପନ

ଓଡ଼ିଶା ତାଜା ନ୍ୟୁଜ ( ୮ ସେପ୍ଟେମ୍ବର ଗୁରୁବାର ) ପାରଳାଖେମୁଣ୍ଡି :- ଗତକାଲି ମୋହନା ନିର୍ବାଚନ ମଣ୍ଡଳୀ ର ରା ଉଦୟଗିରି ବ୍ଲକ ର ଖ୍ରୀଷ୍ଟାପୁର ଥସରେ ନୂତନ ଭାବେ ନିର୍ବାଚିତ ଜଣ ପ୍ରତିନିଧି ମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା |ସୂଚନା ମୁତାବକ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗାଵରା ତିରୁପତି ରାଓ ଙ୍କ ସମେତ ଆର. ଉଦୟଗିରି ବ୍ଲକର ନିର୍ବାଚିତ ପ୍ରତିନିଧି ତଥା ନୂଆ ସରପଞ୍ଚ,

ସମିତିସଭ୍ୟ ସଭ୍ୟା ବ୍ଲକ ବିଜେଡି ସଭାପତି ଓପ୍ରତିନିଧି ମାନଙ୍କୁ ଛେଲାଗଡ଼ ପଂଚାୟତରଖ୍ରୀଷ୍ଟପୁର ଠାରେ ବାଜା ବଜାଇ ପାରମ୍ପରିକ ନୃତ୍ୟ ଗୀତ ରେ ସ୍ୱାଗତ କରାଯାଇଥିଲା | ଏହି ପଂଚାୟତ ଓ ବ୍ଲକ ର ବିଭିନ୍ନ ସମସ୍ୟା କୁ ନେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଙ୍କ ପାଖରେ ଉପସ୍ଥାପନ କରିଥିଲେ ଶ୍ରୀ ରାଓ ବିଭିନ୍ନ ସମସ୍ୟା ର ସମାଧାନ କରାଯିବ ବିଲି ପ୍ରତିଶୃତି ଦେଇଥିଲେ |

Exit mobile version