ନୟାଗଡ କେମିଷ୍ଟ ଏବଂ ଡ୍ରଗିଷ୍ଟ ଆସୋସିଏସନ କରୋନା ସୁରକ୍ଷା ପାଇଁ ଦେଲେ 75 ହଜାର ଟଙ୍କା ।

ଓଡିଶା ତାଜା ନ୍ୟୁଜ୍‌ (୨୬ ମଇ, ମଙ୍ଗଳବାର) କରୋନା ସୁରକ୍ଷା ପାଇଁ ଦେଲେ 75 ହଜାର ଟଙ୍କା : – କେବଳ ଔଷଧ ବ୍ୟବସାୟ ନୁହେଁ ମାନବିକତାର ମୂଲ୍ୟବୋଧ ଭିତରେ ରୋଗୀ ସେବା ପାଇଁ ସହାନୁଭୂତିର ହାତ ବଢ଼ାଇଛନ୍ତି ନୟାଗଡ ଜିଲ୍ଲା କେମିଷ୍ଟ ଏବଂ ଡ୍ରଗିଷ୍ଟ ଆସୋସିଏସନସାଧାରଣ ଜନତାକୁ କରୋନା ଭୟାବହତା ରୁ ସୁରକ୍ଷା ଦେବା ସହ ମହାମାରୀ କୋଭିଡ -19 କବଳରେ ପଡୁଥିବା ରୋଗୀଙ୍କ କଲ୍ୟାଣ ନିମନ୍ତେ

ଜିଲ୍ଲା ସଭାପତି ପ୍ରହଲ୍ଲାଦ ସାହୁଙ୍କ ନେତୃତ୍ୱରେ ସମ୍ପାଦକ ସନ୍ତୋଷ କୁମାର ନାୟକ, କୋଷାଧକ୍ଷ ପରମାନନ୍ଦ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ଜିଲ୍ଲପାଳ ଡା. ପୋମା ଟୁଡୁ ଙ୍କୁ ସରକାରୀ କାର୍ଯ୍ୟାଳୟ ରେ ଭେଟି ମୁଖ୍ୟମନ୍ତ୍ରୀଙ୍କ ରିଲଫ ଫଣ୍ଡ ଉଧେଶ୍ୟ ରେ 75,000/-ଟଙ୍କାର ଚେକ ପ୍ରଦାନ କରଥିବା ଜଣାପଡିଛି ତେବେ ନୟାଗଡ ଜିଲ୍ଲା କେମିଷ୍ଟ ଏବଂ ଡ୍ରଗିଷ୍ଟ ଆସୋସିଏସନ ଏହି ମହାନ କାର୍ଯ୍ୟକୁ ସାଧାରଣ ରେ ପ୍ରଂଶସା ପ୍ରକାଶ ପାଇଛି(ରିପୋର୍ଟ ରାମକୃଷ୍ଣ ରଥ )

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version