ନୟାଗଡ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୪୮ ରେ ପହଞ୍ଚିଲା , ଆଉ ୩ ଆକ୍ରାନ୍ତ ଚିହ୍ନଟ

ଓଡିଶା ତାଜା ନ୍ୟୁଜ୍‌ (୨୬ ମଇ, ମଙ୍ଗଳବାର) ନୟାଗଡ ଜିଲ୍ଲା ରେ ଆଉ ନୂଆ 3 କରୋନା : – ନୟାଗଡ ଜିଲ୍ଲା ରେ ଆଉ ନୂଆ 3 କରୋନା ଆକ୍ରାନ୍ତ ଚିହ୍ନଟ ସହ ମୋଟ ସଂଖ୍ୟା ଜିଲ୍ଲାରେ 48 ରେ ପହଁଚିଲା ନୟାଗଡ ଜିଲ୍ଲା ରେ ବେଳକୁ ବେଳ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବା ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲାରୁ ଆଜି ଆଉ ନୂଆ 3 ଜଣ ଆକ୍ରାନ୍ତ ଚିହ୍ନଟ ହେବା ସହ ଜିଲ୍ଲା ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 48 ରେ ପହଁଚିଛି । (ରିପୋର୍ଟ ରାମକୃଷ୍ଣ ରଥ )

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version