
ଓଡ଼ିଶା ତାଜା ନ୍ୟୁଜ (୨୮ ଅଗଷ୍ଟ ରବିବାର ) ନୟାଗଡ଼ :- ନୟାଗଡ଼ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ପରିସରରେ ଦୁଇ ଦିନିଆ ପୂର୍ବ ସମ୍ଭାଗ ସ୍ତରୀୟ ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ସମ୍ପାଦକ ଓ ପ୍ରଧାନଚାର୍ୟ୍ଯ ବୈଠକ ଉଦଘାଟିତ ହୋଇଯାଇଛି । ଶିକ୍ଷାବିକାଶ ସମିତି ଓଡିଶା, ପୂର୍ବ ସମ୍ଭାଗ ସଭାପତି ଶ୍ରୀଯୁକ୍ତ ଡ଼. କିଶୋର ଚନ୍ଦ୍ର ମହାନ୍ତି ଦ୍ୱୀପ ପ୍ରଜ୍ୱଳନ କରିଥିଲେ । ବାଙ୍କୀ ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ଧରଣୀଧର ସlହୁ ସଭା କାର୍ଯ୍ୟ ପରିଚାଳନା କରିଥିଲେ ।

