ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ସମେତ ଭୁସୁକୁଡ଼ି ପଞ୍ଚାୟତର ଚାଷୀମାନଙ୍କ ସମସ୍ୟା ଙ୍କୁ ବିଜେଡି ଦଳର ବରିଷ୍ଠ ନେତା ଭେଟିଲେ ଏ ଆର ସି ଏସ ଙ୍କୁ

ଓଡ଼ିଶା ତାଜା ନ୍ୟୁଜ (୨୫ ଅଗଷ୍ଟ ଗୁରୁବାର) ପାରଳାଖେମୁଣ୍ଡି :- ଗଜପତିଜିଲ୍ଲା ଗୋଷାଣି ବ୍ଲକ ସମେତ ଭୂଷକୁଡି ଗ୍ରାମପଞ୍ଚାୟତର ଚାଷୀସମସ୍ୟାକୁ ନେଇଗଜପତିଜିଲ୍ଲାରସମବାୟ ସମିତି ସମୂହ କର୍ଜ୍ୟାଳୟର ଏଆରସିଏସ ହରିହର ସେଠୀ ଙ୍କୁ ବିଜେଡ଼ି ଯୁବନେତା ଇଂ ରୁପେଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ସାସ ନାମବାଲରାଜୁ ,ଗୋଷାଣି ବ୍ଲକ ଅଧ୍ୟକ୍ଷ ଶ୍ରୀଏନ.ବୀରରାଜୁ , ବରିଷ୍ଠ ବିଜେଡି ନେତା ଏସ. ଗଜପତି ରାଓ ଓ ସ୍ଥାନୀୟ ସରପଞ୍ଚ ଟି.ନାଗେଶ ରାଓ ଭେଟିଚାଷୀ ମାନଙ୍କ ସମସ୍ୟା ନେଇ ଦୃଷ୍ଟି ଆକର୍ଷଣ କରିଥିଲେ l

Exit mobile version