
ଓଡ଼ିଶା ତାଜା ନ୍ୟୁଜ (୨୫ ଅଗଷ୍ଟ ଗୁରୁବାର) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ କେସିଙ୍ଗା ରେଞ୍ଜ ରୁପ୍ରାରୋଡ ସେକ୍ସନ ଅନ୍ତର୍ଗତ ଟାଙ୍ଗିରି ପାହାଡ଼ରେ ତିନିଗୋଟି ହାତୀ ଆସି ଆତଙ୍କ ସୃଷ୍ଟି କରିଛନ୍ତି । ଖବର ପାଇ ରୁପ୍ରାରୋଡ ଫରେଷ୍ଟର ବିଶ୍ଵଜିତ ଠାକୁର, କେସିଙ୍ଗା ରେଞ୍ଜର ଦୀନବନ୍ଧୁ ମେହେର, ଫରେଷ୍ଟର ଶ୍ରୀମୁଖ ମେହେର, ଫରେଷ୍ଟ ଗାର୍ଡ ତପନ ବେହେରା ସହ ଫରେଷ୍ଟ କର୍ମଚାରୀ ସମୂହ ହାତୀ ଘୋଡାଇବାକୁ ଚେଷ୍ଟା କରିଥିଲେ । ଫଳରେ ଦୁଇ ଦିନ ଧରି ରୁପ୍ରା, ଗୁଡିପଟା ,

