
ଓଡ଼ିଶା ତାଜା ନ୍ୟୁଜ (୨୩ ଅଗଷ୍ଟ ମଙ୍ଗଳବାର ) ପୁରୀ :- ପୁରୀ ଜିଲ୍ଲା କଣାସ ବ୍ଲକରେ ବନ୍ୟାର ତାଣ୍ଡବ ଦେଖିବାକୁ ମିଳିଛି । ଆଜିବି ବିଭିନ୍ନ ଗ୍ରାମ ପାଣିଘେରରେ ଅଛନ୍ତି । ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚାଷଜମି ଆଜି ଛାରଖାର । ଗୃହପାଳିତ ପଶୁଙ୍କର ଅବସ୍ଥା ନକହିଲେ ଭଲ । ଚଷାପୁଅ ଆଜି ମୁଣ୍ଡରେ ହାତ ଦେଇ ବସିଛି । କେମିତି ବଞ୍ôଚବ, କିପରି ପରିବାର ଚଳାଇବ ।

