ସତ୍ୟମ୍ ବେହେରା ଛାତ୍ର ବିଜେଡ଼ି ରାଜ୍ୟ ସମ୍ପାଦକ

ଓଡ଼ିଶା ତାଜା ନ୍ୟୁଜ (୨୨ ଅଗଷ୍ଟ ସୋମବାର ) ଭୁବନେଶ୍ୱର :- ଛାତ୍ର ବିଜେଡ଼ି ସମ୍ପାଦକ ଭାବେ ସତ୍ୟମ୍ ବେହେରା ନିଯୁକ୍ତ, ବିଭିନ୍ନ ଛାତ୍ର ଅନ୍ଧାଳନ,ଛାତ୍ରମାନଙ୍କ ସମସ୍ୟା, ରକ୍ତଦାନ ଭଳି ବିଭିନ୍ନ ସମାଜ ସେବା କରି ଛାତ୍ର ଜୀବନ ରୁ ରାଜନୀତି ଆରମ୍ଭ କରିଥିବା ସତ୍ୟମ୍,ବିଭିନ୍ନ ସାଗଠନ ରେ କାଯ୍ୟ କରିବା ସହିତ ବିଜୁ ପଟ୍ଟନାୟକ ଟେକ୍ନିକାଲ ଷ୍ଟୁଡେଣ୍ଟ୍ ଆସୋସିଶନ ର ରାଜ୍ୟ ଆବାହକ ମଧ୍ୟ ରହିସରିଛନ୍ତି ।

ଏହି ନିଯୁକ୍ତ ପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ବିଜୁ ଜନତା ଦଳର ସାଗଠନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ, ବିଜୁ ଜନତା ଦଳର ଯୁଗ୍ମ ସମ୍ପାଦକ ହରିଶଙ୍କର ରାଉତ୍ ଓ ବିଜୁ ଛାତ୍ର ଜନତା ଦଳ ର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଙ୍କୁ କୁତଜ୍ଞତା ଜଣାଇଛନ୍ତି ।

Exit mobile version