
ଓଡ଼ିଶା ତାଜା ନ୍ୟୁଜ (୨୨ ଅଗଷ୍ଟ ସୋମବାର ) ଭୁବନେଶ୍ୱର :- ଗରୁଡ ପୁରାଣ ରେ ମୃତ୍ୟୁ ଲୋକର ସମସ୍ତ ରହସ୍ୟ ଲେଖା ହୋଇ ରହିଛି । ଏହା ଏକ ଏମିତି ପୁରାଣ ଯେଉଁଥିରେ ମଣିଷର ମୃତ୍ୟୁ ପରେ ଆତ୍ମା ସଙ୍ଗେ କଣ ହୋଇଥାଏ ଓ ସେ କୁଆଡେ ଯାଏ ଏବଂ କେଉଁ ପ୍ରକାରର ଆତ୍ମାକୁ ଯମଲୋକ ଯିବାକୁପଡେ ତାହା ବର୍ଣ୍ଣିତ ଏହିଥିରେ । ଏମତି କହିବାକୁ ଗଲେ ମୃତ୍ୟୁ ପରେ ଆତ୍ମା ର ସମ୍ପୂର୍ଣ୍ଣ ଯାତ୍ରା ବିଷୟରେ ଏହି ପୁରାଣରେ କୁହାଯାଇଛି । ଏହି ପୁରାଣ ରେ କୁହାଯାଇଛି କି ଯେଉଁ ଆତ୍ମା ପାପ କରିଥାନ୍ତି ତାଙ୍କୁ କେଉଁ ପ୍ରକାରର ଶାସ୍ତି ଦିଆଯାଇଥାଏ । ଆଜି ଆମେ ଜାଣିବା କି ଗରୁଡ ପୁରାଣ ଅନୁସାରେ ଯମାଲୋକ କିପ୍ରରି ଓ ଏଠାରେ କଣ ହୁଏ ।
