ଅହିଂସା ରଥ କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଲେ ସିଙ୍ଗାର ପଲ୍ଲୀ – ସରପଞ୍ଚ ଗାୟତ୍ରୀ ବେହେରା

ଓଡ଼ିଶା ତାଜା ନ୍ୟୁଜ (୨୧ ଅଗଷ୍ଟ ରବିବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ର ବିଭିନ୍ନ ପଞ୍ଚାୟତ ରେ ବୁଲିଛି ଅହିଂସା ରଥ । ଅହିଂସା ରଥ ସିଙ୍ଗାର ପଲ୍ଲୀ ପଞ୍ଚାୟତ ରେ ପହଞ୍ଚିବା ପରେ ସରପଞ୍ଚ ଗାୟତ୍ରୀ ବେହେରା ଅହିଂସା ରଥକୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସରପଞ୍ଚ ଙ୍କ ନେତୃତ୍ୱରେ ବହୁ ମହିଳା ଉପସ୍ଥିତ ରହି ସ୍ବାଗତ କରିଥିଲେ । ସ୍ବାଗତ ସମ୍ବର୍ଦ୍ଧନା ସମୟରେ ବିଡ଼ିଓ ପ୍ରମୋଦ କୁମାର ନାୟକ ଉପସ୍ଥିତ ଥିଲେ ।

Exit mobile version