ଓଡିଶାର ସଂସ୍କୃତି ପୁରୁଷ , ସୁବିଖ୍ୟାତ ଐତିହାସିକ ପ୍ରତ୍ନତତ୍ତ୍ୱବିଦ ପାରଳା ମାଟିର ପଦ୍ମଶ୍ରୀ ଡ଼ଃ ସତ୍ୟନାରାୟଣ ରାଜଗୁରୁଙ୍କ ୧୨୦ ତମ ଜୟନ୍ତୀ ପାଳିତ

ପଦ୍ମଶ୍ରୀ ଡଃ ରାଜଗୁରୁ ବହୁ ବ୍ୟକ୍ତିତ୍ୱର ଅଧିକାରୀ ଭାବେ ସେ କେବଳ ଓଡ଼ିଶା କି ଭାରତରେ ନୁହେଁ , ସମଗ୍ର ବିଶ୍ଵରେ ତାଙ୍କର ଗବେଷଣା ପାଇଁ ପ୍ରତ୍ନତତ୍ତ୍ଵବିଦ୍ ଓ ଲିପିତତ୍ୱବିଦ ଭାବରେ ଏବଂ ଜଗନ୍ନାଥ ସଂସ୍କୃତିର ଜଣେ ମହାନ୍ ପ୍ରବର୍ତ୍ତକ ଭାବରେ ସେ ତାଙ୍କର ସୁନାମ ଅର୍ଜନ କରିଥିଲେ ।
Related Content
କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ
by
Proprietor Abhimanyu Maharana
May 11, 2026
ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର
by
Proprietor Abhimanyu Maharana
May 11, 2026
ହୋଟେଲ ଓ ଫ୍ଲାଟର ବର୍ଜ୍ୟଜଳ ମଙ୍ଗଳା ନଦୀରେ ମିଶୁଛି ଡ୍ରେନଜ ଓ ଜଳସମ୍ପଦ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ
by
Proprietor Abhimanyu Maharana
May 11, 2026
ଚନ୍ଦନପୁର ୨ ହଜାର ଲିଟର ପୋଚ ୨୦ ଲିଟର ଦେଶୀମଦ ଜବତ
by
Proprietor Abhimanyu Maharana
May 11, 2026
ମେ ୨୬ ଓ ୨୭ରେ ଓଡ଼ିଶା ଅମଲା ରାଜ୍ଯସଂଘର ସମ୍ମିଳନୀ
by
Proprietor Abhimanyu Maharana
May 11, 2026
ଚାଙ୍ଗଡା ଘରେ ରକ୍ତଛିଟା ମହାପ୍ରଭୁଙ୍କ ମହାସ୍ନାନ
by
Proprietor Abhimanyu Maharana
May 11, 2026