ପୁର୍ତ ବିଭାଗ ମାଧ୍ୟମ ରେ ୨୩ କୋଟି ଟଙ୍କା ମଞ୍ଜୁର ହୋଇଛି । ନିର୍ମାଣ ରେ ଅନିୟମିତତା ହେଉଥିବା ଦେଖିବାକୁ ମିଳିଛି ।

ରାସ୍ତା ନିର୍ମାଣ ସ୍ଥାନ ରେ ସଂକୀର୍ଣ୍ଣତା କାରଣ ରୁ ଯାତ୍ରୀମାନେ ରାସ୍ତା ସଂଲଗ୍ନ ମାଟି ରାସ୍ତା ରେ ଯାତାୟତ କରିବାକୁ ବାଧ୍ୟ ହେଉଥିଲେ ମଧ୍ୟ ଉକ୍ତ ମାଟି ରାସ୍ତା ରେ ମୋରମ କିମ୍ବା ଡଷ୍ଟ ବିଛାଯାଇ ଗମନାଗମନ ଯୋଗ୍ୟ କରାଯାଉନି ।
