ସମନ୍ନିତ ଶିଶୁ ବିକାଶ କାର୍ଯ୍ୟାଳୟ କୁ ଉଦଘାଟନ କଲେ କୋରାପୁଟ ବିଧାୟକ

ଓଡ଼ିଶା ତାଜା ନ୍ୟୁଜ (୧୯ ଅଗଷ୍ଟ ଶୁକ୍ରବାର ) ବୈପାରିଗୁଡା :- ବୈପାରିଗୁଡା ପଂଚାୟତ ସମିତି ପରିସର ଭିତରେ ନୂତନ ଗୃହ ଉଦଘାଟନ କରିଛନ୍ତି କୋରାପୁଟ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ରଘୁରାମ ପଡାଲ । ପୁରାତନ କାର୍ଯ୍ୟାଳୟ ଭାଙ୍ଗିରୁଜୁ ଯିବା ଫଳରେ କର୍ମଚାରୀ ମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖ୍ୟନ ହୋଇଥିଲେ । ଛାତ ଉପରୁ ପାଣି ବାହାରୁ ଥିବା ଫଳରେ ଏଭଳି ସ୍ଥିତିରେ ନିଜ ଜୀବନକୁ ବାଜି ଲଗାଇ କର୍ମଚାରୀ ଓ ଅଧିକାରୀ ମାନେ କାର୍ଯ୍ୟାଳୟକୁ ଉପରେ ନିଭୀର କରୁଥିଲେ ।

କୋରାପୁଟ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ରଘୁରାମ ପଡାଲ, ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା, ଉପାଧ୍ୟକ୍ଷା ପୂର୍ଣ୍ଣମା ବାରିକ , ଜିଲ୍ଲାପରିଷଦ ସଭ୍ୟ ରାଜେଶ୍ୱର ମହୁରିଆ, ସମିତିସଭ୍ୟା ମଞ୍ଜୁଲତା ପଟ୍ଟନାୟକ, ସରପଂଚ ସୂର୍ଯ୍ୟମଣି ନାୟକ, ଦୋରାଗୁଡା ସମିତିସଭ୍ୟ ତ୍ରିଲୋଚନ ଜେନା , ବୈପାରିଗୁଡା ବିଡିଓ ଅଭିମନ୍ୟୁ କବି ଶତପଥି, ସିଡିପିଓ ଜି.ସିତା କୁମାରୀ, ବ୍ଳକ କନିଷ୍ଠ ଯନ୍ତ୍ରୀ ଲମ୍ବୋଧର ନାୟକ, କୋରାପୁଟ ବିଧାୟକ ପ୍ରତିନିଥି ରମେଶ ସ୍ୱାଇଁ ଙ୍କ ସହ ବ୍ଲକ କର୍ମଚାରୀ

Exit mobile version