ଗଜପତି ଜିଲ୍ଲାର କୋଭିଡ ହସ୍ପିଟାଲ୍ ରେ ମକ୍ ଡ୍ରିଲ ଅନୁଷ୍ଠିତ – ପାରଳାଖେମୁଣ୍ଡି

ଓଡିଶା ତାଜା ନ୍ୟୁଜ୍‌ (୨୪ ମଇ, ରବିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ଆର୍. ସିତାପୂର ଠାରେ ଥିବା କୋଭିଡ୍ ହସ୍ପିଟାଲ୍ ପରିସରରେ ମକ୍ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି ଏହା ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ର ପ୍ରତିନିଧି ଡ଼: ଶ୍ରୀକାନ୍ତ ରେଡ୍ଡୀ ଙ୍କ ନେତୃତ୍ୱରେ ଏବଂ ୟୁ .ନ.ଏଫ .ପି.ଏ. ର ପ୍ରତିନିଧି ରାହୁଲ ଲକ୍ଷ୍ମଣ ଏବଂ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ବ୍ରହ୍ମପୁର ର ଡ: ଦେବାଶିଷ ଦାସ ଏବଂ ଏସ. ସେଠୀ ଙ୍କ ଉପସ୍ଥିତିରେ କୋଭିଡ ହସ୍ପିଟାଲ୍ ମକ୍ ଡ୍ରିଲ୍ କରାଯାଇ ଥିଲା

ଏହି ମକ୍ ଡ୍ରିଲ ର ଉଦ୍ଧେଶ୍ୟ ଥିଲା ଯେ ଏଠାରେ ପ୍ରସ୍ତୁତି କିପରି ଅଛି,ନିୟମ – ନୁଗତ ଶିଷ୍ଠାଚାର ଏବଂ ଗଚ୍ଛିତ ରହିଥିବା ସରଞ୍ଜାମ ଗୁଡ଼ିକର ବ୍ୟବହାର କିପରି କରାଯାଇପାରିବ ଏହି ମକ୍ ଡ୍ରିଲରେ କୋଭିଡ୍ ହସ୍ପିଟାଲ୍ ର ଡାକ୍ତର, ନର୍ସ, ଫାର୍ମାସୀ, ଟେକ୍ନି- ସିଆନ, ଆମ୍ବୁଲାନ୍ସ ଡ଼୍ରାଇଭର, ଏଟେ- ଡ଼lଣ୍ଟ୍ , ନିରାପତ୍ତା ଦାୟିତ୍ୱରେ ଥିବା କର୍ମଚାରୀ, ନଥିପତ୍ର ଦାୟିତ୍ବରେ ଥିବା କର୍ମଚାରୀ ପ୍ରାୟ ୭୦ ଜଣ ଅନ୍ତର୍ଭୂକ୍ତ ଥିଲେ ଏହି ପାଞ୍ଚଟି ବିଭାଗ ଯଥା ଆମ୍ବୁଲାନ୍ସ, ଜୀବାଣୁ ମୁକ୍ତ ପୋଷାକ ପରିଧାନ କରିବା, ସ୍କ୍ରୀନିଂ, ସ୍ୱାଵ୍ ସଂଗ୍ରହ, ରୋଗୀ ମାନଙ୍କ ପରୀକ୍ଷା ସମ୍ବନ୍ଧୀୟ, ଆସୋଲେସନ୍ ୱାର୍ଡ, ଏବଂ ଆଇ ସି ୟୁ ମାଧ୍ୟମରେ କୋରା- ଯାଇଥିଲା

ଯେତେବେଳେ ଏହି କରୋନା ପୋଜିଟିଭ୍ ରୋଗୀ କିପରି ଆମ୍ବୁଲାନ୍ସ ମାଧ୍ୟମରେ ଆସିବାଠୁ ଆରମ୍ଭ କରି ପରବର୍ତ୍ତୀ ମୁହୂର୍ତ୍ତରେ ଗ୍ରହଣ କରିବା,ଜୀବାଣୁମୁକ୍ତପୋଷାକ ପରିଧାନ, ଓ ପି ଡି, ପରୀକ୍ଷାଗାର, ଆଇସୋଲେସନ୍ ଏବଂ ଆଇ.ସି .ୟୁ. କୁ ଯିବ ତାହା ଉପରେ ନକଲି ଅଭ୍ୟାସ କରାଯାଇଥିଲା ଏହି କାର୍ଯ – କ୍ରମରେ ଆବଶ୍ୟକ ଥିବା ସମସ୍ତ ଅତ୍ୟାଧୁନିକ ସରଞ୍ଜାମ ବ୍ୟବହାର କରାଯାଇଥିଲା ଏଥିରେ ଜିଲ୍ଲା ମୁଖ୍ୟ- ଚିକିତ୍ସାଧିକାରୀ ଶ୍ରୀମତୀ ଗୁନୁରାଣି- ପଟ୍ଟନାୟକ ଏବଂ ଡ୍: ଆନନ୍ଦ ସାମନ୍ତରା ସମସ୍ତ ଉପକରଣ ଯୋଗେ ଇ ଦେଇଥିବା ବେଳେପ୍ରଶାସନ ତର- ଫରୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ କରୁଣା କର ରାଇକା ସମସ୍ତ ପ୍ରକାର ସହଯୋଗ କରିଥିଲେ

ଏଥିରେ ହାଇଟେକ୍ ଭେଷଜ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ସମ୍ପୂର୍ଣ୍ଣ ଭାବରେ ଭାଗ ନେଇଥିଲେ ଏହି ମକ ଡ୍ରିଲ୍ ଦ୍ଵାରା ସମସ୍ତ କର୍ମଚାରୀ କିପରି ଶତ ପ୍ରତିଶତ ନିଜକୁ ବ୍ୟବହାର କରିବେ ଏବଂ ଅତ୍ୟାଧୁନିକ ସରଞ୍ଜାମକୁ କିପରି ବ୍ୟବହାର କରି ବେ ତାହା ଉପରେ ବିସ୍ତୃତ ଭାବରେ ଅନୁଭୂତି ତିଆରି ହେବା ସହ ଉପସ୍ଥିତ ଥିବା ବିଶେଷଜ୍ଞଙ୍କ ମନ୍ତବ୍ୟ ମଧ୍ୟ ସମସ୍ତଙ୍କ ପାଇଁ ଉପଯୋଗୀ ଥିଲା ( ଗରୁଡ଼ ଧ୍ଵଜ ଚୌଧୁରୀ, ପାରଳାଖେମୁଣ୍ଡି – ଗଜପତି )

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version