
ଓଡ଼ିଶା ତାଜା ନ୍ୟୁଜ (୧୭ ଅଗଷ୍ଟ ବୁଧବାର ) ନୟାଗଡ଼ :- ଉପର ମୁଣ୍ଡରେ ପ୍ରବଳ ବର୍ଷା ସହ ହୀରାକୁଦ ର ୪୦ ଗେଟ୍ ଖୋଲିବା ଦ୍ବାରା ମହାନଦୀର ଜଳସ୍ତର ବଢୁଥିବା ରୁ ନୟାଗଡ଼ ଜିଲ୍ଲାର ତିନୋଟି ବ୍ଲକ ରେ ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ବନ୍ୟା ପ୍ରଭାବରେ ଗଣିଆ ବ୍ଲକର ବଡମୂଳ, ରାସଙ୍ଗ, କଳାପାଟ ଠାରେ ରାସ୍ତା ଉପରେ ୬ ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଛି। ଏହି ଅଞ୍ଚଳ କୁ ଯୋଗାଯୋଗ ବିଚ୍ଛିନ୍ନ ହେତୁ କିଶୋର ପ୍ରସାଦ,

