
ଓଡ଼ିଶା ତାଜା ନ୍ୟୁଜ (୧୭ ଅଗଷ୍ଟ ବୁଧବାର ) କେନ୍ଦ୍ରାପଡ଼ା :- ଜିଲ୍ଲାର ଆଜି ରାଜନଗର ବ୍ଲକ ର ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ର ରୁଷା ନିୟୁ ଫ୍ୟାସିଲିଟି ଫାଂଡଡେସନ ପକ୍ଷରୁ ପ୍ରଥମେ ନୂତନ ଭାବେ ଶ୍ରେଣୀ ଗୃହ ର ଉଦଘାଟନ ଓ ନୂତନ ଲାଇବ୍ରେରୀ ଉଦଘାଟନ ସହ ବୟଜ କମନ ରୁମ ଉଦଘାଟନ ସହିତ ସ୍ଟୁଡେଣ୍ଟସ ରିଡିଙ୍ଗ ରୁମ ଏବଂ ଷ୍ଟାଫ ରିଡିଙ୍ଗ ରୁମ ଗୁଡିକୁ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତି ପୂଜାରୀ କରିଥିବା ସ୍ଥଳେ ସଂମ୍ମାନନିତ ଅତିଥିଭାବେ କନିକା ର ରାଜା ସାହେବ ଶ୍ରୀ ସିବେନ୍ଦ୍ର ଭଞ୍ଜ ଦେଓ ସହିତ ରାଜନଗର ଟାଣୁଆ ଯୁବ ବିଧାୟକ ଶ୍ରୀ ଧ୍ରୁବ ସାହୁ ଉପସ୍ଥିତ ରହି ରାଜନଗର କଲେଜ ର ଅନେକ ଉର୍ନତି ମୂଳକ କାର୍ଯ୍ୟ ନିମନ୍ତେ ଶିକ୍ଷା ମନ୍ତ୍ରୀ ଙ୍କୁ କଲେଜ ପରିସର କୁ ଟିକି ନିଖି ବୁଲାଇ ଦେଖାଇବା ଓ ବିଚାର ବିମର୍ଶ କରି ଥିଲେ

