ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ମହାସମାରହରେ ଜିଲ୍ଲା ସ୍ତରୀୟ : ୭୬ତମ ସ୍ଵାଧୀନତା ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ ସୋମବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଭାରତର ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି ଏହି ଉତ୍ସବ ରେ ଓଡ଼ିଶାର ମାନ୍ୟବର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା

ସହ ଉପ କାରାଗାର ଓ ମେଡିକାଲ ପରିଦର୍ଶନ କରି ଅନ୍ତେବାସୀ ଓ ଚିକିତ୍ସାଧୀନ ରୋଗୀ ମାନଙ୍କୁ ମିଷ୍ଟାନ୍ନବଣ୍ଟନକରିଛନ୍ତିଏହିଅବସର ରେ ଗଜପତି ଜିଲ୍ଲାପାଳଲିଙ୍ଗରାଜ ପଣ୍ଡା ଏସ.ପି.ଜୟରାମ ଶତପଥି ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗବରା ତିରୁପତି ରାଓ ଓ ପାରଳାଖେମୁଣ୍ଡି ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠି ଉପସ୍ଥିତ ଥିଲେ ।

Exit mobile version