ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ୭୫ ତମ ସ୍ୱାଧୀନତା ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୧୪ ଅଗଷ୍ଟ ରବିବାର ) ଭୁବନେଶ୍ୱର :- ୭୫ ତମ ସ୍ୱାଧୀନତା ଦିବସ ଓ ଅମୃତ ମହୋତ୍ସବ ପାଳନ ଅବସରରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ତଥା ସର୍ବଭାରତର ୩ କୋଟି ୪୨ ଲକ୍ଷ ସଭ୍ୟ ଓ ଓଡ଼ିଶାର ୨୨ ଲକ୍ଷ ସଭ୍ୟଙ୍କ ତରଫରୁ ରାଜ୍ୟବାସୀଙ୍କୁ ରାଷ୍ଟ୍ରୀୟ ମଜଦରୁ କଂଗ୍ରେସ ତରଫରୁ ଆମେ ଅଭିନନ୍ଦନ ଜଣାଉଛୁ ଏବଂ ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ପଣ୍ଡିତ ଜବାହାରଲାଲ ନେହରୁ , ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ବାଲଗଙ୍ଗାଧର ତିଲକ,ନେତାଜୀ ସୁବାଷଚନ୍ଦ୍ରବୋଷ ଏବଂଓଡ଼ିଶାରେ ସମସ୍ତ ନେତମୃ ଣ୍ଡଳୀ ଯେଉଁମାନେ ସ୍ୱାଧୀନତାରେ ଝାସ ଦେଇଥେô ଲ ଚନ୍ଦ୍ର ଶେଖର ଆଜଦ୍‌, ଖୁଦିରାମ, ବାଜି ରାଉତ, ରଘୁଦିବାକର, ଜୟରାଜ ଗୁରୁ, ବକି ୍ସ ଜଗବନ୍ଧୁ ପ୍ରମୁଖ ଆତ୍ମବଳି ଦେଇଛନ୍ତି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛ ।

ଦେଶର ସ୍ୱାଧିନତା ଏକତାକୁ ଅଖୁର୍ଣ୍ଣ ରଖିବାକୁ ଆସନ୍ତୁ ଆମେ ଆଜି ଶପଥ ନେବା ଏହା ହିଁ ଆଜିର ଆହ୍ୱାନ ବୋଲି ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ଉପସଭାପତି, ରାଜ୍ୟ ସଭାପତି ତଥା ପ୍ରାକ୍ତନ ସାଂସଦ ଡଃ ରାମଚନ୍ଦ୍ର ଖୁଣ୍ଟିଆ ଭବୁ ନେଶର୍ୱ ସତି ରାଷ୍ଟ୍ରୀୟ ମଜଦରୁ କଂଗେସ୍ର ମଖୁ ୍ୟ କାର୍ଯ୍ୟ । ଳୟରେ ପତାକା ଉତ୍ତୋଳନ କରି କହଛିନ୍ତି । ପରେ ଶଷରେ ସାଧାରଣ ସଂପାଦକ କିଶୋର ଜେନା ଧନ୍ୟବାଦ ଅର୍ପଣ କରିଛନ୍ତି ଏବଂ ମଦନ ମୋହନ ଧଳ, ପ୍ରଶାନ୍ତ ମହାପାତ୍ର, ଶିବାନନ୍ଦ ରାୟ, ଧରଣୀଧର ସ୍ୱାଇଁ, ସତ୍ୟବ୍ରତ ନାୟକ, ପ୍ରଣତୀ ମିଶ୍ର, ଅଖୟ କୁମାର ତ୍ରିପାଠୀ, ବି ମୋହନ ରଥ, ସୁକୁମାର ଦେଓ, ଖଗେଶ୍ୱର ସ୍ୱାଇଁ ଜୟ ମାଲ୍ଲିଆ, ସାଗର ରଞ୍ଜନ ପରିଡ଼ା, ମାନସ ରଞ୍ଜନ ପାତ୍ର, ରଞ୍ଜିରଞ୍ଜନ ପରଡି , ବାନାମ୍ବର ବେହେରା ଓ ଶରତ ଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version