
ଓଡ଼ିଶା ତାଜା ନ୍ୟୁଜ (୧୩ ଅଗଷ୍ଟ ଶନିବାର ) ପୁରୀ :- ପୁରୀ ଲୋକନାଥ ରୋଡ଼ ପ୍ରତିହାରୀ ନିଯୋଗ ସାମନ୍ନା ନିବାସୀ ହିନ୍ଦୀ ଦୈନିକ ଖବର କାଗଜ ସନମାର୍ଗର ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସଙ୍କ ମା କିଶୋରୀ ମଣି ଦାସଙ୍କ ଦଶାହ ଅବସରରେ ଭିତର ସେବାୟତ ନିଯୋଗ ପରିସରରେ କିଶୋରୀ ମଣିଙ୍କୁ ପୁରୀର ବିଶିଷ୍ଟ ବ୍ୟକ୍ତି ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ସ୍ମୃତି ଚାରଣ କରିଥିଲେ |

