
ଓଡ଼ିଶା ତାଜା ନ୍ୟୁଜ (୧୧ ଅଗଷ୍ଟ ଗୁରୁବାର) ନୂଆଦିଲ୍ଲୀ :- ଭୁବନେଶ୍ୱର ସ୍ଥିତ ସୁଭଦ୍ରା ଆର୍ଟ ଗ୍ୟାଲେରୀ ଆନୁକୁଲ୍ୟରେ ଦିଲ୍ଲୀ ଠାରେ ଗାନ୍ଧୀ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଭାରତବର୍ଷର ସ୍ବାଧିନତାର ୭୫ ବର୍ଷ ପାଳନ ଉପଲକ୍ଷେ ବନା ଯାଉଥିବା, ”ଆଜାଦିକା ଅମୃତ ମହୋତ୍ସବ” ଅବସରରେ ଆୟୋଜିତ ଏହି ଚିତ୍ରକଳା ମହାକୁମ୍ଭରେ ଜାତୀୟ ରାଜଧାନୀରେ ଅବସ୍ଥାପିତ ଏବଂ ଓଡ଼ିଶାରୁ ସ୍ବତନ୍ତ୍ର ନିମନ୍ତ୍ରଣ କ୍ରମେ ଆସିଥିବା ବିଶିଷ୍ଟ ଚିତ୍ରଶିଳ୍ପୀ ମାନେ ଅଂଶ ଗ୍ରହଣ କରିଥିଲେ ।

