ଗଜପତି ଜିଲ୍ଲାର ଗୁମା ବ୍ଲକଠାରେ ବିଶ୍ଵ ଆଦିବାସୀ ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୧୦ ଅଗଷ୍ଟ ବୁଧବାର ) ପାରଳାଖେମୁଣ୍ଡି :- ବିଶ୍ଵ ଆଦିବାସୀ ଦିବସ ଅବସରରେ ଆଜି ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଠାରେ ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଛି l ଏହି ସମାରୋହରେ ଗଜପତି ଜିଲ୍ଲାର ସମସ୍ତ ବ୍ଲକ ଓ ଗ୍ରାମପଞ୍ଚାୟତରୂ ସମସ୍ତ ଆଦିବାସୀ ସମ୍ପ୍ରଦାୟର ଜନସାଧାରଣ ଯୋଗ ଦେଇଥିଲେ l ଏହି ଅବସରରେ ହାଈଟେକ ଗ୍ରୁପ ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀଙ୍କ ପୁତ୍ର ନିର୍ଦେଶକ ସୁରେଶ କୁମାର ପାଣିଗ୍ରାହୀ,

ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ଜିଲ୍ଲା ପରିଷଦ ସଭ୍ୟ ଏସ. ବାଳରାଜୁ, ଗୁମ୍ମା ବ୍ଲକ ଅଧକ୍ଷ୍ୟା ଶ୍ରୀମତୀ ସୁନେମି ମଣ୍ଡଲ, ଗୁମ୍ମା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଏସ . ଶ୍ରୀନିବାସ ରାଓ, କାଶିନଗର ବ୍ଲକଅଧ୍ୟକ୍ଷା ଶ୍ରୀମତୀ ବାଲ୍ଲା ସାୟମ୍ମା, ଗୋଷାଣି ବ୍ଲକ ଅଧ୍ୟକ୍ଷ ଏନ. ବୀରରାଜୁ ,ବରିଷ୍ଟ ନେତା ଏସ.ଗଜପତି ରାଓ, ବିଜେଡ଼ି ରାଜ୍ୟ ସମ୍ପାଦକ ଶ୍ରୀ ମରୁତ ପାଲ ,ଷ୍ଟିଫାନ ରଇତ ପ୍ରମୁଖ ଉପସ୍ଥିତ ଥିଲେ l

Exit mobile version