ଚାନ୍ଦପୁର ର ରାମଚଣ୍ଡୀ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ : ମ୍ୟାଟ୍ରିକ ପରୀକ୍ଷା ରେ ୯୦ ପ୍ରତିଶତ ରୁ ଅଧିକ ରଖିଥିବ – ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା

ଓଡ଼ିଶା ତାଜା ନ୍ୟୁଜ (୯ ଅଗଷ୍ଟ ମଙ୍ଗଳବାର ) ଟାଙ୍ଗି :- ରଣପୁର ବ୍ଲକ୍ ଚାନ୍ଦପୁର ର ରାମଚଣ୍ଡୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ୧୦ମ ପରୀକ୍ଷାରେ ୯୦% ରୁ ଅଧିକ ନମ୍ବର ରଖି ଉତ୍ତିର୍ନ ହୋଇ ପାସ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁଷ୍ପଗୁଚ୍ଛ ସହ ମାନପତ୍ର ପ୍ରଦାନ କରାଯାଇଛି । ଛାତ୍ରଛାତ୍ରୀ ମାନେ ହେଲେ ଆଶିଷ କୁମାର ସାହୁ, ଆଶିଷ କୁମାର ନାୟକ,

ଲୁସୀ ନାୟକ, ସ୍ନେହଞ୍ଜଳି ନାୟକ , ସ୍ମୃତି ସାହୁ, ବିଷ୍ଣୁ ପ୍ରସାଦ ନାୟକ, ରିତେଶ କୁମାର ସୁନ୍ଦରାୟ, ଅର୍ପିତା ସେନାପତି, କାନନ ବାଳ। ବେହେରା, ମନୋଜ କୁମାର ସାହୁ, ପବିତ୍ର ବର୍ଦ୍ଧନ ପ୍ରଧାନ ଆଦି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ମଞ୍ଚାସିନ ଅତିଥି ଭାବେ ପ୍ରଧାନ ଶିକ୍ଷକ ପଦ୍ମଚରଣ ବିଶ୍ୱାଳ,

ଗ୍ଦଜ୍ଞମ ପ୍ରେସିଡେଣ୍ଟ ଲିଙ୍ଗରାଜ ରଥ, ସରପଞ୍ଚ. ରଂଜିତା ସେନାପତି, ସମିତି ସଭ୍ୟ ଦିପ୍ତିମୟୀ ବେହେରା, ପୂର୍ବତନ ସମିତି ସଭ୍ୟ ସନ୍ତୋଷ ନାୟକ, ରବୀନ୍ଦ୍ର ନାୟକ (ରାଇପଡା ହାଇସ୍କୁଲ ପ୍ରଧାନ ଶିକ୍ଷକ ),ଧନେଶ୍ୱର ଅଗ୍ରୱାଲ (ବରିଷ୍ଟ ନାଗରିକ )ଏବଂ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

Exit mobile version