ନୟାଗଡ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 32 ରେ ପହଁଚିଲା – ରଣପୁର ବ୍ଲକରୁ 3ଟି ଏବଂ ଦଶପଲ୍ଲା ବ୍ଲକରୁ 2 ଟି

ଓଡିଶା ତାଜା ନ୍ୟୁଜ୍‌ (୨୩ ତାରିଖ ୨୦୨୦ ,ଶନିବାର) ) ନୟାଗଡ଼ 32ରେ ପହଁଚିଲା :- ବିଶ୍ୱ ରେ ମହାମାରୀ କରୋନା କାୟା ବିସ୍ତାର କରୁଥିବାବେଳେ ନୟାଗଡ ଜିଲ୍ଲାରେ ମଧ୍ୟ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି । ମିଳିଥିବା ସୂଚନାନୁଯାୟୀ ନୟାଗଡ ଜିଲ୍ଲାର ରଣପୁର ବ୍ଲକର 3ଟି ଆକ୍ରାନ୍ତ ମଧ୍ୟରୁ ଏନେସି ରୁ ଜଣେ କୋଲକତା ଫେରନ୍ତା ଓ ପଞ୍ଚାୟତ ରୁ ଦୁଇ ଜଣ ସୁରତ ଫେରନ୍ତା ଏବଂ ଦଶପଲ୍ଲା ବ୍ଲକରୁ 2 ଟି ନୂତନ କରୋନା ପଜିଟିଭ ମିଳିଥିବା ଜଣାପଡିବା ସହ ସମଗ୍ର ଜିଲ୍ଲାରେ ଏହାକୁ ମିଶାଇ ମୋଟ ସଂଖ୍ୟା 32 ରେ ପହଂଚି ଥିବା ଜଣା ପଡିଛି । (ରିପୋର୍ଟ ରାମକୃଷ୍ଣ ରଥ )

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version