Home ଓଡ଼ିଶା ଅନନ୍ୟା ଫାଉଣ୍ଡେସନ୍ ତରଫରୁ ବ୍ୟାପକ ବୃକ୍ଷରୋପଣ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୮ ଅଗଷ୍ଟ ସୋମବାର ) ନୟାଗଡ଼ :- ଅନନ୍ୟା ଫାଉଣ୍ଡେସନ୍ ତରଫରୁ ଆଜି ୫୦୦ରୁ ଉର୍ଦ୍ଧ୍ବ ବୃକ୍ଷରୋପଣ କରାଯାଇଛି । ଆଜି ନୟାଗଡ଼ ବ୍ଲକ୍ ପ୍ରତାପପ୍ରସାଦର ବିଭିନ୍ନ ଅଞ୍ଚଳ ତଥା ଇଟାମାଟିର ଶ୍ମଶାନରୁ କେନାଲ୍ ରୋଡ଼ର ଉଭୟ ପାର୍ଶ୍ଵରେ ପିଜୁଳି, ଶିଶୁ, ଅଁଳା, ଚାକୁଣ୍ଡା, ଶାଗୁଆନ, ଦେଵଦାରୁ, କୃଷ୍ଣଚୂଡ଼ା ଆଦି ଚାରାରୋପଣ କରାଯାଇଥିଲା । ପ୍ରବଳ ବର୍ଷା ସତ୍ତ୍ୱେ ଅନନ୍ୟା ଫାଉଣ୍ଡେସନର ସଦସ୍ୟମାନଙ୍କ ମଧ୍ୟରେ ବୃକ୍ଷରୋପଣ ପାଇଁ ଢ଼େର୍ ଆଗ୍ରହ ଦେଖିବାକୁ ମିଳିଥିଲା । ଅନନ୍ୟା ଫାଉଣ୍ଡେସନ ତରଫରୁ ବୃକ୍ଷରୋପଣ ପାଇଁ ଏକ ଆଧୁନିକ ଗାତ ଖୋଳା ମେସିନ୍ ବ୍ୟବହାର କରା ଯାଉଥିବାର ଦେଖିବାକୁ ମିଳିଥିଲା । ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ବ୍ୟାପକ କରାଯିବ ବୋଲି ସୂଚନା ମିଳିଛି । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ମହୀତମା ପୀଠରେ ମହାମିଳନ : ଏକାଠି ହେଲା ନଅ ରାଜ୍ୟ ଗୋପଗୋପାଳ ସମାଜ by Proprietor Abhimanyu Maharana June 28, 2026 ସମଲେଶ୍ୱରୀ ପୀଠରେ "ସାତବହନୀ" ଭଜନ ସନ୍ଧ୍ୟା : ଲୋକଗୀତ ଓ ଲୋକବାଦ୍ୟର ଅପୂର୍ବ ସମ୍ମିଶ୍ରଣ by Proprietor Abhimanyu Maharana June 28, 2026 ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ by Proprietor Abhimanyu Maharana June 28, 2026 ଭାରତର ସର୍ବବୃହତ ଆନିମେସନ୍ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ by Proprietor Abhimanyu Maharana June 28, 2026 ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି by Proprietor Abhimanyu Maharana June 28, 2026 ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ by Proprietor Abhimanyu Maharana June 28, 2026