ଝାରସୁଗୁଡାରେ 2 କରୋନା ପଜିଟିଭ ଚିହ୍ନଟ – 1ବର୍ଷର ଜଣେ ଶିଶୁକନ୍ୟାକୁ କରୋନା ।

ଓଡିଶା ତାଜା ନ୍ୟୁଜ୍‌ (୨୩ ତାରିଖ ୨୦୨୦ ଶନିବାର ) :ଆଜି ଝାରସୁଗୁଡାରେ 2 କରୋନା ପଜିଟିଭ ଚିହ୍ନଟ , 2 ଜଣଙ୍କ ମଧ୍ୟରେ 1ବର୍ଷର ଜଣେ ଶିଶୁ କନ୍ୟା ଅଛି ସେହିପରି ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୧୧୯୧ରେ ପହଂଚି ଥିବା ବେଳେ ୪୩୬ ଜଣ ସୁସ୍ଥ ହୋଇଛନ୍ତି ।  ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ୭୪୮ଟି ସକ୍ରିୟ ମାମଲା ରହିଛି । 

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version