
ଓଡ଼ିଶା ତାଜା ନ୍ୟୁଜ (୩ ଅଗଷ୍ଟ ବୁଧବାର)ଖୋର୍ଦ୍ଧା-ଜଟଣୀ :- ଜଟଣୀ ବ୍ଲକ ଅନ୍ତର୍ଗତ ପଦନପୁର ସ୍ଥିତ ପ୍ରତିଶୃତି ସ୍ବେଚ୍ଛାସେବୀ ସଂସ୍ଥାରେ ଦୀର୍ଘ ଏକ ମାସ ଧରି ଚାଲିଥିବା ଫଟୋଚିତ୍ର ଡିଜାଇନ ତାଲିମ ଶିବିର ଉଦଯାପିତ ହୋଇଯାଇଛି । ତିରିଶି ଜଣ ମହିଳାଙ୍କୁ ନେଇ ଚାଲିଥିବା ଏହି ଶିବିର ଆଜି ଉଦଯାପିତ ହୋଇଯାଇଛି । ଆଜିର ଏହି ଉଦଯାପନି ଉସ୍ଛବ ଅବଶରରେ ଆୟୋଜିତ ସଭାରେ ପ୍ରତିଶ୍ରୁତି ସଂସ୍ଥାର ଉପ ନିର୍ଦ୍ଦେଶକ ବିଜୟ କେତନ ଜେନା ଅତିଥି ପରିଚୟ ପ୍ରଦାନ ସହିତ ଡିଜାଇନ ଟ୍ରେନିଂର ଉଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।

